Public App Logo
Profile Picture

Sasanka Mantri

@koraput
69450Followers
16Following
ପଟ୍ଟାଙ୍ଗୀ: ନନ୍ଦପୁର ସ୍ଥିତ ଇଶ୍ଵରୀୟ ବିଦ୍ୟାଳୟ ଓ ଅତଣ୍ଡା ଗ୍ରାମରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ
ପଟ୍ଟାଙ୍ଗୀ: ନନ୍ଦପୁର ସ୍ଥିତ କେଜିଭିବି ପରିସରରେ ଛାତ୍ରୀଙ୍କ ରକ୍ଷାବନ୍ଧନ
ପଟ୍ଟାଙ୍ଗୀ: ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା-ହରିଡାଗୁଡା ରାସ୍ତାରେ ପୋଲ ଧସିଲା, ୪ଟି ଗ୍ରାମକୁ ଯାତାୟତ ଠପ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ମିଶନ ଶକ୍ତି କାର୍ଯ୍ୟଳୟ ପରିସର ବୈଠକ ଗୃହରେ ଶିଶୁଙ୍କ ପାଇଁ ପ୍ରଥମ ୧୦୦୦ ଦିନର ଗୁରୁତ୍ଵ ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ପଟ୍ଟାଙ୍ଗୀ: କୁଲାବିର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଫି ଚାଷ ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ
ପଟ୍ଟାଙ୍ଗୀ: ନନ୍ଦପୁରରେ ଆଦିବାସୀଙ୍କ ସମାବେଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ପଟ୍ଟାଙ୍ଗୀ: ଡୁମୁରିଗୁଡା ଓ ତାମଡିଙ୍ଗ ଗ୍ରାମର ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଚଢ଼ାଉ , ୧୦୬୦୦ ଲିଟର ପୋଚ ଓ ମଦ ନଷ୍ଟ ସହ ଜଣେ ଗିରଫ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ କାର୍ଯ୍ୟଳୟ ପରିସରରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପଟ୍ଟାଙ୍ଗୀ: କୁଲାରସିଂ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ରାଧାକୃଷ୍ଣ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ଅନ୍ତର୍ଗତ ୪ ପଞ୍ଚାୟତ ବାସୀଙ୍କ ଜୀବନ ନାଟିକା ପାଡୁଆ-ଶୋଭାପୁଟ ରାସ୍ତା ଖୋଳି ନଷ୍ଟ
ପଟ୍ଟାଙ୍ଗୀ: ନନ୍ଦପୁର ଥାନା ହାଜତରୁ ଫେରାର ଅଭିଯୁକ୍ତ ଉମେଶ ଗୁଣ୍ଠା ଗିରଫ,ଥାନା ହାଜତରୁ ଚମ୍ପଟ ମାରି ଗତ ୧୦୦ ଦିନ ଧରି ଲୁଛି ରହିଥିଲା
ପଟ୍ଟାଙ୍ଗୀ: ମେଡିପୁଟ ଗ୍ରାମରେ ଦୂଷିତ ଜଳପାନ ଯୋଗୁଁ ଝାଡାବାନ୍ତିରେ ୨୦ ଆକ୍ରାନ୍ତ ଓ ୨ ମୃତ୍ୟୁ ପରେ ପ୍ରଶାସନର ତତ୍ପରତା, ନୂତନ ନଳକୂପ ଖନନ
ପଟ୍ଟାଙ୍ଗୀ: କୋଟିଆ ପ୍ରସଙ୍ଗରେ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ପଟ୍ଟାଙ୍ଗୀ: ନନ୍ଦପୁର ସଦର ମହକୁମା ଠାରେ ଚୋରି ମୋଟର ସାଇକଲ ଉଦ୍ଧାର ଜଣେ ଗିରଫ
ପଟ୍ଟାଙ୍ଗୀ: ନନ୍ଦପୁର ସଦର ମହକୁମାରୁ ବାଇକ ଚୋରି ନେଇ ଥାନାରେ ଏତଲା
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ମେଡିପୁଟରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା
୩ ଅଧିକା ସଂକ୍ରମିତ,ମୃତ୍ୟୁସଂଖ୍ୟା ୨କୁ ବଢିଲା 
 ସ୍ତ୍ରୀ  ପରେ ସ୍ଵାମୀ ମୃତ୍ୟୁ
ପଟ୍ଟାଙ୍ଗୀ: ମେଡିପୁଟରେ ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ; ୩ଜଣଙ୍କୁ କୋରାପୁଟ ସ୍ଥାନାନ୍ତର, ସେଥିମଧ୍ୟରୁ ଜଣେ ମୃତ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକରେ ବର୍ଷା ବିପ୍ତାତ୍ 
୮ ଘରକାନ୍ଥ ଭାଙ୍ଗିଲା, ଖିନବର ପଞ୍ଚାୟତ ସମେତ ୮ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ
ପଟ୍ଟାଙ୍ଗୀ: ପୋଲ ମରାମତି ଓ ପ୍ରବାହିତ ବର୍ଷାଜଳ ଯୋଗୁ, ନନ୍ଦ ପୁର ବ୍ଲକ ଅନ୍ତର୍ଗତ ଖିନବରକୁ ଯାତାୟାତ ବନ୍ଦ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପଞ୍ଚାୟତରେ ସଚେତନତା ଓ ଅଭିଯୋଗ ଶିବିର, ୧୯ ଅଭିଯୋଗ ପଞ୍ଜୀକୃତ
ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ଲକ୍ଷ୍ମଣ ନାୟକ ସଭାଗୃହରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ
ପଟ୍ଟାଙ୍ଗୀ: ଭୁବନେଶ୍ୱର ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନନ୍ଦପୁର ବ୍ଲକର ପ୍ରତିନିଧି ଦଳ
ପଟ୍ଟାଙ୍ଗୀ: ନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରୀନିବାସ ପାଚେରୀ ଭୁସୁଡ଼ିଲା ୩୦୦ ଛାତ୍ରୀଙ୍କ ସୁରକ୍ଷା ଚିନ୍ତା ଘାରିଲା
ପଟ୍ଟାଙ୍ଗୀ: ପାଡୁଆ ପଞ୍ଚାୟତ ବାଲିଘାଟ, ଗୁମାଗୁଡା ଓ ନନ୍ଦପୁର ହାଟପଦାରେ ବର୍ଷାରେ ଧସିଲା ୩ ଗୃହ
Sasanka Mantri (@koraput) | Public App