Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
No video available

ପଟ୍ଟାଙ୍ଗୀ: ଡୁମୁରିଗୁଡା ଓ ତାମଡିଙ୍ଗ ଗ୍ରାମର ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଚଢ଼ାଉ , ୧୦୬୦୦ ଲିଟର ପୋଚ ଓ ମଦ ନଷ୍ଟ ସହ ଜଣେ ଗିରଫ

Pottangi, Koraput | Aug 8, 2024
ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ ରଡୁମୁରିଗୁଡା ଓ ତାମଡିଙ୍ଗ ଗ୍ରାମର ଦେସି ମଦଭାଟି ଓ ବିକ୍ରୟ କେନ୍ଦ୍ର ରେ ଗୁରୁବାର ଅପରାହ୍ନ ୨ଘଣ୍ଟା ସମୟରେ ଚଡାଉ କରି ବିପୁଳ ପରିମାଣରେ ଦେଶି ମଦ ପୋଚ ଓ ରନ୍ଧା ମଦ ନଷ୍ଟ କରାଯିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ବ୍ୟକ୍ତି ଜଣଙ୍କ ତାମଡିଙ୍ଗ ଗ୍ରାମର ସୁରେଶ ପୂଜାରୀ ବୋଲି ନନ୍ଦ ପୁଳ ଅବକାରୀ ଥାନା ନିରୀକ୍ଷକ ଅନ୍ନପୂର୍ଣ୍ଣା ରଥ ସୁଚନା ଦେଇ ଛନ୍ତି ।ଚଢ଼ାଉ ଦଳରେ ଜିଲ୍ଲା ସରକାର ଅବକାରୀ ନୀରିକ୍ଷକ ସିଭାଙ୍ଗି ଆନନ୍ଦ ଉପସ୍ଥିତ ଥିଲେ

MORE NEWS

ପଟ୍ଟାଙ୍ଗୀ: ଡୁମୁରିଗୁଡା ଓ ତାମଡିଙ୍ଗ ଗ୍ରାମର ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଚଢ଼ାଉ , ୧୦୬୦୦ ଲିଟର ପୋଚ ଓ ମଦ ନଷ୍ଟ ସହ ଜଣେ ଗିରଫ - Pottangi News