Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ପଟ୍ଟାଙ୍ଗୀ: ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା-ହରିଡାଗୁଡା ରାସ୍ତାରେ ପୋଲ ଧସିଲା, ୪ଟି ଗ୍ରାମକୁ ଯାତାୟତ ଠପ

Pottangi, Koraput | Aug 19, 2024
ନନ୍ଦପୁର ବ୍ଲକ ଦୁର୍ଗମ ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା-ହରିଡାଗୁଡା ରାସ୍ତାରେ ଥିବା ପୋଲଟି ଆଜି ଦିନ ୧୧ଘଣ୍ଟା ସମୟରେ ବର୍ଷାରେ ଧସି ଯାଇଛି। ଫଳରେ  କଣ୍ଡରା ଠାରୁ, ଡେଙ୍ଗିଆମ୍ବ, ଢ଼ାବା ପଣସପୁଟ ଓ ହରିଡାଗୁଡ଼ା ଗ୍ରାମକୁ ଯାତାୟାତ ଠପ୍ ହୋଇଛି। ତିନି ସପ୍ତାହ ତଳେ ଉକ୍ତ ପୋଲରେ ଏକ ଛୋଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହା ସୋମବାର ସୁଧା ବଡ ହୋଇ ପୋଲର ଅଧାରୁ ଅଧିକ ଅଂଶ ଧସି ଖସି ଯିବାରେ ବର୍ତମାନ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକେ ଉକ୍ତ ରାସ୍ତା ଦେଇ ଆଉ ଦୁଇ ଚକିଆ ଯାନ ଚଳେଇ ବାକୁ ସୁରକ୍ଷିତ ମଣୁ ନାହାନ୍ତି। ପାଦରେ ଚାଲି ଯାତାୟାତ କରୁଥିବା କହିଛନ୍ତି

MORE NEWS