Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
No video available

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ମିଶନ ଶକ୍ତି କାର୍ଯ୍ୟଳୟ ପରିସର ବୈଠକ ଗୃହରେ ଶିଶୁଙ୍କ ପାଇଁ ପ୍ରଥମ ୧୦୦୦ ଦିନର ଗୁରୁତ୍ଵ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

Pottangi, Koraput | Aug 17, 2024
ନନ୍ଦପୁର ବ୍ଲକ ମିଶନ ଶକ୍ତି କାର୍ଯ୍ୟଳୟ ପରିସର ବୈଠକ ଗୃହରେ ନୀତି ଆୟୋଗ ଦ୍ଵାରା ପ୍ରସ୍ତୁତ ଶିଶୁଙ୍କ ପାଇଁ ଉତ୍ତମ ପୋଷଣ ଓ ଶିଶୁର ସୁସ୍ଥ କ୍ରମ ବିକାଶ ଲାଗି ପ୍ରଥମ ୧୦୦୦ ଦିନର ଦୁରତ୍ଵ ସମ୍ପର୍କିତ ୪ ଦିନିଆ ପ୍ରଶିକ୍ଷଣ ଶିବିର ଶନିବାର  ଅପରାହ୍ନ ୪ଘଣ୍ଟା ସମୟରେ ଉଦଯାପିତ ହୋଇଥିଲା। ଶିବିରରେ ନନ୍ଦପୁର ବ୍ଲକ ଅଞ୍ଚଳର ୩୮ ଜଣ ଅଙ୍ଗନବାଡ଼ି କର୍ମୀ, ମହିଳା ଗୋଷ୍ଠୀ ସଦସ୍ୟ, ଆଶାକର୍ମୀ, ମହିଳା ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିକ୍ରମଶିଳ ଏଜୁକେଶନ ରିସର୍ଚ ସୋସାଇଟି ତରଫରୁ ନିଯୁକ୍ତ ପ୍ରଶିକ୍ଷକ ଅଲୌକିକା ପଣ୍ଡା ପ୍ରଶିକ୍ଷଣ ଦେଇଥିଲେ

MORE NEWS

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ମିଶନ ଶକ୍ତି କାର୍ଯ୍ୟଳୟ ପରିସର ବୈଠକ ଗୃହରେ ଶିଶୁଙ୍କ ପାଇଁ ପ୍ରଥମ ୧୦୦୦ ଦିନର ଗୁରୁତ୍ଵ ସମ୍ପର୍କିତ ପ୍ରଶିକ୍ଷଣ ଶିବିର - Pottangi News