Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ପଟ୍ଟାଙ୍ଗୀ: ପାଡୁଆ ପଞ୍ଚାୟତ ବାଲିଘାଟ, ଗୁମାଗୁଡା ଓ ନନ୍ଦପୁର ହାଟପଦାରେ ବର୍ଷାରେ ଧସିଲା ୩ ଗୃହ

Pottangi, Koraput | Jul 19, 2024
ନନ୍ଦପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ସମୟରେ ପାଡୁଆ ପଞ୍ଚାୟତ ବାଲିଘାଟ ଗ୍ରାମର କେଶବ ଖରା ଓ ଗୁମାଗୁଡା ଗ୍ରାମର ଉମେଶ ବୁରୁଜାଙ୍କ ଘର ଭାଙ୍ଗି ଯାଇଛି। ସେହିଭଳି ନନ୍ଦପୁର ବ୍ଲକ ସଦର ମହକୁମା ହାଟପଦା ନିକଟରେ ବସବାସ କରୁଥିବା ସୋମନାଥ ଗୌଡଙ୍କ ଘର କାନ୍ଥ ଧସି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ନନ୍ଦପୁର ତହସିଲଦାରଙ୍କ ନିର୍ଦ୍ଦେଶ ମତେ ପାଡୁଆ ଓ ନନ୍ଦପୁର ଆରଆଇ ଦୁଇ ପରିବାର ଯଥା କେଶବ ଓ ସୋମନାଥ ଙ୍କ ପରିବାରକୁ ତ୍ୱରିତ ସହାୟତା ପୂର୍ବକ ପଲିଥିନ ଯୋଗାଇ ଦେଇଥିଲେ

MORE NEWS

ପଟ୍ଟାଙ୍ଗୀ: ପାଡୁଆ ପଞ୍ଚାୟତ ବାଲିଘାଟ, ଗୁମାଗୁଡା ଓ ନନ୍ଦପୁର ହାଟପଦାରେ ବର୍ଷାରେ ଧସିଲା ୩ ଗୃହ - Pottangi News