Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ପଟ୍ଟାଙ୍ଗୀ: ନନ୍ଦପୁର ସଦର ମହକୁମାରୁ ବାଇକ ଚୋରି ନେଇ ଥାନାରେ ଏତଲା

Pottangi, Koraput | Aug 1, 2024
ନନ୍ଦପୁର ବ୍ଲକ ସଦର ମହକୁମାରେ ବାଇକ୍ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିନ ୧୧ ଘଣ୍ଟିକା ସମୟରେ ଜବାଗଡ ଗ୍ରାମର ଗୁରୁରାଜୁ ମୂଷାପାରିଆ ଏମଡିଆର ୫୫ ରାସ୍ତାର ହିକିମପୁଟ ନିକଟରେ ଗାଡ଼ି ରଖି ପାଣି ସଂଗ୍ରହ କରୁଥିବା ବେଳେ ତାଙ୍କ ଓଡି୧୦ୟୁ ୩୧୭୦ ନମ୍ବର୍ ବିଶିଷ୍ଟ ଏଚଏଫ ଡିଲକ୍ସ ବାଇକ୍ ଧରି ଜଣେ ଅଜଣା ବ୍ୟକ୍ତି ଚମ୍ପଟ ମାରିଛି। ଉକ୍ତ ବ୍ୟକ୍ତି ବାଇକ୍ ଟିକୁ ଦ୍ରୁତଗତିରେ ଚାଳନା କରି ନନ୍ଦପୂର୍ ଦେଇ ସେମିଳିଗୁଡା ପଟକୁ ଚାଲି ଯାଇଥିବା ଉଲ୍ଲେଖ କରି ଶ୍ରୀ ମୂଷା ପାରିଆ ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ବାଇକ୍ ଟି ତାଙ୍କ ଭାଇ ରବି ମୂଷା ପାରୀଆ ଙ୍କ ନାମରେ ପଞ୍ଜୀକୃତ

MORE NEWS