ପଟ୍ଟାଙ୍ଗୀ: ନନ୍ଦପୁରରେ ଆଦିବାସୀଙ୍କ ସମାବେଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ବିଶ୍ୱ ଆଦିବାସୀ ଦିବସ ଅବସଳରେ ନନ୍ଦ ପୁର ବ୍ଲକ ସହିଦ ଲକ୍ଷ୍ମଣ ନାଯକ ଆଦିବାସୀ ମଞର ଢାକରାରେ ବ୍ଲକ ଅଧିନରେ ୨୩ପଞ୍ଚାୟତ ର ୧୪ ଆଦିବାସୀ ବର୍ଗର ମହିଳା ପୁରୁଷ ବ୍ଲକ ସଦର ମହକୁମା ରେ ଏକତ୍ରୀତ ହୋଇ ଦିନ ୧୧ଘଣ୍ଟା ସମୟରେ ଏକ ବିରାଟ ସମାବେଶ ଆୟୋଜନ କରିଥିଲେ। ମଞର ସଭାପତି ବିଶ୍ୱନାଥ ସିସାଙ୍କ ନେତୃତ୍ବରେ ଆଦିବାସୀ ବେସବୁସା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦିବାସୀ ନାଚଗୀତରେ ନନ୍ଦ ପୁର ଶବେଶ୍ୱର ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରିଥିଲେ ବ୍ଲକ କାର୍ଯ୍ୟ ଳୟ ପ୍ରୟ୍ଯନ୍ତ