Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
No video available

ପଟ୍ଟାଙ୍ଗୀ: କୋଟିଆ ପ୍ରସଙ୍ଗରେ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Pottangi, Koraput | Aug 2, 2024
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କୋଟିଆକୁ ନେଇ କୋରାପୁଟ ସରକିଟ୍ ହାଉସ ଠାରେ ପ୍ରତିକ୍ରିୟା ଦେଇ ଥିଲେ।ଆଜି ଦିନିକିଆ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କୋରାପୁଟରେ ପହଞିଥିଲେ ଏବଂ କୋରାପୁଟ ସରକିଟ ହାଉସଠାରେ ମଧ୍ୟାହ୍ନ ୧୨ ଘଣ୍ଟା ମସିହାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।ସେହି ସମୟରେ କୋଟିଆକୁ ନେଇ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଥିଲେ, କୋଟିଆ ହେଉଛି ଓଡ଼ିଶାର ଅବିଛେଦ ଅଙ୍ଗ, କୋଟିଆ ଓଡିଶାରେ ରହିଛି ରହିବ l କୋଟିଆର କେସ ଏବେ କୋର୍ଟ ରେ ରହିଛି l ରାଜ୍ୟ ସରକାରଙ୍କ ତରଫରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ସେ ମତରଖିଥିଲେ।

MORE NEWS

ପଟ୍ଟାଙ୍ଗୀ: କୋଟିଆ ପ୍ରସଙ୍ଗରେ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ - Pottangi News