Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
No video available

ପଟ୍ଟାଙ୍ଗୀ: ନନ୍ଦପୁର ସ୍ଥିତ କେଜିଭିବି ପରିସରରେ ଛାତ୍ରୀଙ୍କ ରକ୍ଷାବନ୍ଧନ

Pottangi, Koraput | Aug 19, 2024
ନନ୍ଦପୁର ବ୍ଲକ ସଦର ମହକୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀଙ୍କ ମଧ୍ୟରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଛି। ଦିନ ୧୨ଘଣ୍ଟିକା ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ତେବାସୀ ଛାତ୍ରୀ ପ୍ରଥମେ ପରିସରରେ ଥିବା ବେଲ ବୃକ୍ଷ ସମେତ ଅନ୍ୟ ବ୍ରୁକ୍ଷଗୁଡ଼ିକୁ ପୂଜା କରି ରାଖୀ ବାନ୍ଧି ବୃକ୍ଷର ସୁରକ୍ଷା କରିବାକୁ ପଣ କରିଥିଲେ। ଛାଇ ଓ ପରିବେଶ ସୁରକ୍ଷା କରୁଥିବାରୁ ଧନ୍ୟବାଦ୍ ଦେଇଥିଲେ। ଛାତ୍ରୀ ମାନେ ଜଣେ ଅନ୍ୟ ଜଣକୁ ରାଖୀ ବାନ୍ଧି ପରସ୍ପରକୁ ମିଷ୍ଠାନ ଖୁଆଇ ଥିଲେ

MORE NEWS

ପଟ୍ଟାଙ୍ଗୀ: ନନ୍ଦପୁର ସ୍ଥିତ କେଜିଭିବି ପରିସରରେ ଛାତ୍ରୀଙ୍କ ରକ୍ଷାବନ୍ଧନ - Pottangi News