Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
No video available

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ରାଧାକୃଷ୍ଣ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

Pottangi, Koraput | Aug 3, 2024
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପଡୁଆ ରାଧାକୃଷ୍ଣ ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ୧୧ଘଣ୍ଟା ସମୟରେ ସି.ଏସ,ଏନ.ଆର ଅନୁଷ୍ଠାନ ତରଫରୁ ଆଇନ ସଚେତନତା ଶିବିର ଆୟୋଜନ ହୋଇଥିଲା। ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଲିଗାଲ ଲିଟ୍ରେସି କ୍ଲବ ଗଠନ କରାଯାଇଥିଲା। ଶିବିରରେ ବାଲ୍ୟ ବିବାହ ରୋକିବା, ମହିଳା, ଶିଶୁ, ବିକଳାଙ୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର, ସେମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ ସମ୍ପର୍କରେ ସଚେତନତା କରାଯାଇଥିଲା। ଶିବିରରେ ମହାବିଦ୍ୟାଳୟ ଅଧକ୍ଷ ଅର୍ଜୁନ ଚିଞ୍ଚୁଆ, ଆଇନଯିବି ଅଜୟ ଖୋସଲା, ସିଏସଏନଆର, ସଂଯୋଜକ ସହଦେବ ବାଘ,

MORE NEWS