Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ପଟ୍ଟାଙ୍ଗୀ: ପୋଲ ମରାମତି ଓ ପ୍ରବାହିତ ବର୍ଷାଜଳ ଯୋଗୁ, ନନ୍ଦ ପୁର ବ୍ଲକ ଅନ୍ତର୍ଗତ ଖିନବରକୁ ଯାତାୟାତ ବନ୍ଦ

Pottangi, Koraput | Jul 22, 2024
ହାତୀବାରୀ-ଖିନବର ରାସ୍ତାର ଦୂରବସ୍ଥା ଯୋଗୁ ନନ୍ଦପୁର ବ୍ଲକ ଅନ୍ତର୍ଗତ ଖିନବର ପଞ୍ଚାୟତ ସୋମବାର ଅପରାହ୍ନ ୨ଘଣ୍ଟା ଠାରୁ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଗୋଟିଏ ପଟେ ରାସ୍ତାରେ ନବ ନିର୍ମିତ ପୋଲ ପାର୍ଶ୍ଵ ରାସ୍ତା ଦବି ଯାଇଥିବା ଯୋଗୁ ବିଭାଗ ତରଫରୁ ମରାମତି ପାଇଁ ଖୋଳି ଦିଆଯାଇଛି। ଅନ୍ୟ ପଟେ ଯାତାୟାତ ପାଇଁ ନିର୍ମିତ ଡାଇଭର୍ଶନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳତଃ ଖିନବର ପଞ୍ଚାୟତକୁ ବର୍ତମାନ ହାତୀବାରୀ ପଞ୍ଚାୟତ ଦେଇ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି। ଚାଉଳ ଗାଡ଼ି ପଞ୍ଚାୟତ କୁ ଆସିପାରୁ ନାହିଁ। ଖିନବର ଯାଉଥିବା ଲକ୍ଷ୍ମୀବସ ଉମୁଲାପୁଟ ନିକଟରୁ ଫେରି ଯାଇଥିଲା

MORE NEWS