Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र
khabarbarbil
5
କେନ୍ଦୁଝର ସହର: ଭଦ୍ରାସାହି ନିକଟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
Kendujhar Town, Kendujhar
| Dec 15, 2025
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି ନିକଟରେ ଆଜି ଏକ ଟ୍ରଲର ରାସ୍ତା କଡ କାନ୍ଥରେ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।
MORE NEWS
#ସମସ୍ତ_ଛାତ୍ର_ଛାତ୍ରୀ_ମାନଙ୍କ_ହୃଦୟ_ଜିଣୁ_ଥିଲେ_ସୁବାସିନୀ_ଦିଦି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ସୁବାସିନୀ ସାମଲ ଙ୍କ ଅବସର ଗ୍ରହଣ ଜନିତ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। #latastnewsupdate #bhadrak #chandbali
Kendujhar Town, Kendujhar | Jul 4, 2026
#ଆକ୍ସନ_ମୁଡ଼ରେ_କେନ୍ଦୁଝର_ପୋଲିସ #୧୪ବାଲି_ବୋଝେଇ_ହାଇୱା_୬ଟ୍ରାକ୍ଟର_ଜବତ ବେଆଇନ ବାଲି କାରବାରରେ ରୋକ ଲଗାଇବା ପାଇଁ ଆକ୍ସନ ମୁଡ଼କୁ ଆସିଛି କେନ୍ଦୁଝର ପୋଲିସ। ଏଥିପାଇଁ ପ୍ରତି ରାତିରେ କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚାରିଦିନ ଭିତରେ ନନ୍ଦିପଦା, ସୋସୋ ଓ ଆନନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪ ବାଲି ବୋଝେଇ ହାଇୱା, ୬ଟ୍ରାକ୍ଟର ଜବତ କରିଛି। #pabitranewsodisha #latastnewsupdate #BreakingNews #OdishaNews #anandpur #keonjhar
Kendujhar Town, Kendujhar | Jul 4, 2026
#ମାଛ_ପତ୍ରପୋଡ଼ା_ପାଇଁ_ମହାଭାରତ ମାଛ ଖାଇଲେ ହୋଟେଲ୍ରେ, ମାମଲା ପହଞ୍ଚିଲା ଥାନାରେ : ପତ୍ରପୋଡ଼ାର ଦାମ୍ ୧୪୦୦, ଥାନାରେ ହେଲା ସମାଧାନ ଶେଷରେ ମାଲିକ ମାନିଲେ ୧୪୦୦ ଟଙ୍କା ବଦଳ ରେ ନେଲେ ୫୦୦ ଟଙ୍କା | #BreakingNews #latastnewsupdate
Kendujhar Town, Kendujhar | Jul 4, 2026
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ କାର୍ଯ୍ୟ। #latastnewsupdate #puri #jayjagannath #rathajatra
Kendujhar Town, Kendujhar | Jul 4, 2026
#ଟେମ୍ପକୁ_ଧକା_ଦେଲା_ଟ୍ରକ #ଦୁର୍ଘଟଣାରେ_ବାପ_ଓ_ପୁଅ_ମୃତ_ମା_ଗୁରୁତର ୨୨୦ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଏକ ଟେମ୍ପୋକୁ ଏକ ଟ୍ରକ ଧୋକାଦେବା ଫଳରେ ବାପ ଓ ଛୁଆ ମୃତ,ମା ଗୁରୁତର ,କରଞ୍ଜିଆ ହସ୍ପିଟାଲ ରୁ ନିଜ ଛୁଆ କୁ ଡାକ୍ତର ଙ୍କୁ ଦେଖାଇ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଯିବା ବେଳେ କାଳିକାପୁର ନିକଟରେ ଘଟିଛି ଦୁର୍ଘଟଣା,ଟେମ୍ପୋରେ ବାପ, ମା, ଛୁଆ ଥିଲେ, ଡ୍ରାଇଭର ବି ଗୁରୁତର, ମା କୁ କେନ୍ଦୁଝର ହସ୍ପିଟାଲ କୁ ସ୍ତାନ୍ତରିତ କରାଯାଇଛି | #latastnewsupdate #breakingnews #Odishanews #pabitranewsodisha
Kendujhar Town, Kendujhar | Jul 4, 2026