Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

ଚମ୍ପୁଆ: ବଡବିଲ ଧୋବୀ ହାଟିଂରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Champua, Kendujhar | Dec 11, 2025
ବଡ଼ବିଲ ଥାନା ଅନ୍ତର୍ଗତ ସହରର ଧୋବୀ ହାଟିଂରେ ଗତକାଲି ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି। କୋଠରୀ ଭିତରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଯୋଡା ମର୍ଚ୍ୟୁରି ହାଉସ ପଠାଇଥିଲେ। ପରେ ମୃତ ମହିଳାଙ୍କ ବାପ ଘର ଲୋକେ ବଡବିଲ ପହଞ୍ଚି ପୋଲିସକୁ ଅଭିଯୋଗ ପରେ ଆଜି ବଡବିଲ ମେଡିକାଲରେ ମୃତଦେହର ବ୍ୟବଚ୍ଛେଦ କରା ଯାଇଥିବା ସୂଚନା ରହିଛି।
ଚମ୍ପୁଆ: ବଡବିଲ ଧୋବୀ ହାଟିଂରେ ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - Champua News