ଚମ୍ପୁଆ: ବାସୁଦେବପୁର ନିକଟରେ ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଚାଳକ ସୁରକ୍ଷିତ
କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥର ବାସୁଦେବପୁର ନିକଟରେ ଆଜି ଏକ ଟ୍ରଲର ରାସ୍ତା କଡ କାନ୍ଥରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଏହାର ଚାଳକ ବର୍ତ୍ତି ଯାଇଥିବା ସୂଚନା ରହିଛି।