Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କେନ୍ଦୁଝର ସହର: ବଡବିଲ କଲେଜ ନିକଟସ୍ଥ ଜଙ୍ଗଲରେ ୮ ଟିକିଆ ହାତୀପଲ, ବନ ବିଭାଗ ରଖିଛି ନଜର

ବଡବିଲ ରେଞ୍ଜ ଅଧିନସ୍ଥ ବଡବିଲ କଲେଜ ନିକଟସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଆଜି ଦେଖା ଯାଇଛନ୍ତି ୮ ଟିକିଆ ହାତୀପଲ । ଏହି ହାତୀପଲ ଘଣ୍ଟାଧିକ ସମୟ ପର୍ଯ୍ୟନ୍ତ ରାଜପଥ ନିକଟରେ ରହି ପରେ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ସୂଚନା ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ରହିଛି।

MORE NEWS