Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

ଚମ୍ପୁଆ: ବଡବିଲ ପୌରପାଳିକା ପକ୍ଷରୁ କୋର୍ଟ ରାସ୍ତାରେ ସୌଦର୍ଜିକରଣ କାର୍ଯ୍ୟ ଆରମ୍ଭ କଲେ ନିର୍ବାହୀ ଅଧିକାରୀ

Champua, Kendujhar | Dec 15, 2025
ବଡ଼ବିଲ ପୌରପାଳିକା ପକ୍ଷରୁ ସହର ସୌଦର୍ଜିକରଣ ପାଇଁ ପ୍ରୟାସ ଆରମ୍ଭ କରା ଯାଇଛି। ସେହି କ୍ରମରେ ଆଜି କୋର୍ଟ ରାସ୍ତାରେ ବୃକ୍ଷରୋପଣ କରାଯାଇ ଏହାର ଶୁଭାରମ୍ଭ କରିଛନ୍ତି ବଡବିଲ ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ। ଏହି ଅବସରରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ନାଏକ, ପୌର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ମିଳିତ ଭାବେ ଗଛ ଲଗାଇଥିଲେ।