Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

ଚମ୍ପୁଆ: ବଡବିଲ ବସ୍ତି ସହ ସହରର ୪ଟି ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କଲେ ନଗରପାଳ

Champua, Kendujhar | Dec 11, 2025
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଭୁକ୍ତ ବଡବିଲ ବସ୍ତି, କାରା ଓ ଅନ୍ୟ ଦୁଇଟି ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ବଡବିଲ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ଓ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ। ଏହି ଅବସରରେ ସ୍ଥାନୀୟ ୱାର୍ଡ କାଉନସିଲର, ପୌର ଯନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିବା ବେଳେ ନଗରପାଳ ଓ ନିର୍ବାହୀ ଅଧିକାରୀ ପୂଜାର୍ଚ୍ଚନା ସହ ଏହାର ନିର୍ମାଣ କାର୍ଯ୍ୟର ଶୁଭ ଦେଇଥିଲେ।