ଚମ୍ପୁଆ: ନୟାଗଡ଼ ଓଜନ କଣ୍ଟା ନିକଟରେ ଖଣି ବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ ଡମ୍ଫର ଜବତ
ଗତ ରାତିରେ ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଓଜନ କଣ୍ଟା ନିକଟରେ ଚଢାଉ କରି ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ସହ ଏକ ଡମ୍ଫର ଜବତ କରିଛି ଯୋଡା ଖଣି ବିଭାଗ l ସୁଯୋଗ ଦେଖି ଏହି କାରବାର ରେ ସଂପୣକ୍ତ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ରହିଛି l