Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
khabarbarbil
4
କେନ୍ଦୁଝର ସହର: ରେଳବାଇ ପକ୍ଷରୁ ବଲାଣିରେ ଜବରଦଖଲ ଉଚ୍ଛେଦ ଅଭିଯାନ
Kendujhar Town, Kendujhar
| Dec 11, 2025
ବଡ଼ବିଲ ତହସିଲ ଅନ୍ତର୍ଗତ ବଲାଣି ଗୁରୁଦ୍ୱାରା ସ୍ଥିତ ବାକରାଢିପା ନିକଟରେ ରେଳବାଇ ଜମିରେ ଜବରଦଖଲ ଭାବରେ ରହୁଥିବା ତିନଟି ଘରକୁ ଆଜି ରେଳବାଇ ପକ୍ଷରୁ ଭଙ୍ଗା ଯାଇଛି। ସୂଚନା ଥାଉ ପୂର୍ବରୁ ଏହି ଜବର ଦଖଲକାରୀଙ୍କୁ ରେଳବାଇ ଚକ୍ରଧରପୁର ଡିଭିଜନ ପକ୍ଷରୁ ନୋଟିସ ଦିଆ ଯାଇଥିବା ବେଳେ ଲୋକେ ଏହାକୁ ଗୁରୁତ୍ଵ ଦେଇ ନ ଥିଲେ। ମାତ୍ର ଆଜି ରେଳବାଇ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯିବା ସହ ଜମିକୁ ନିଜ ଅକ୍ତିଆରକୁ ନିଆ ଯାଇଛି।
MORE NEWS
#ଆନନ୍ଦପୁର_ରିଙ୍ଗ_ବନ୍ଧ_ଘାଇ_ହେବା_ଘଟଣା #ଥାନାରେ_ଏତଲା ଆନନ୍ଦପୁର ରିଙ୍ଗ ବନ୍ଧ ଘାଇ ହେବା ଘଟଣା ରେ ସମ୍ପୂକ୍ତ ବିଭାଗୀୟ ଅଧିକାରୀ ଙ୍କ ନାଁ ରେ ଆନନ୍ଦପୁର ଥାନାରେ ଏତଲା ଦେଲେ ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ "ଯଜ୍ଞପ୍ରସାଦ ସାହୁ | #pabitranewsodishalive #OdishaNews #anandpur #keonjhar
Kendujhar Town, Kendujhar | Aug 17, 2026
#ଡିଜିପି_ଭାବରେ_ଦାୟିତ୍ୱ_ନେଲେ_ବିନୟତୋଷ_ମିଶ୍ର ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବରେ ଅନ୍ତରୀଣ ଡିଜିପି ଭାବରେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର । #Odishapolice #DGP#pabitranewsodishalive #BreakingNews
Kendujhar Town, Kendujhar | Aug 16, 2026
ସାଲେପୁର ଭାତପଡା କଂଗ୍ରେସ କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l #Latastnews #breakingnews #Odishanews #salepur #cuttack #pabitranewsodishalive
Kendujhar Town, Kendujhar | Aug 16, 2026
ତାଳଚେର ପୌର ପରିଷଦର ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। #pabitranewsodishalive #Talcher #angul #OdishaNews
Kendujhar Town, Kendujhar | Aug 16, 2026
#କାର_ବାଇକ୍_ମୁହାଁ_ମୁହିଁ_ଧକ୍କା ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ତୁଙ୍ଗାମାଳ ଗ୍ରାମ ର ଜଣେ ଯବାନ ଦେହାନ୍ତ ହୋଇଗଲେ ହିଂମାଶୁ ଶେଖର ନାୟକ କାର ବାଇକ୍ ମୁହାଁ ମୁହିଁ ଧକ୍କା | #BreakingNews #pabitranewsodishalive #Debagada #IndependenceDay
Kendujhar Town, Kendujhar | Aug 16, 2026
କେନ୍ଦୁଝର ସହର: ରେଳବାଇ ପକ୍ଷରୁ ବଲାଣିରେ ଜବରଦଖଲ ଉଚ୍ଛେଦ ଅଭିଯାନ - Kendujhar Town News