Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କେନ୍ଦୁଝର ସହର: ବାସୁଦେବପୁର ନିକଟରେ ଜାତୀୟ ରାଜପଥର ପାର କଲେ ୧୨ ଟିକିଆ ହାତୀପଲ

କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନସ୍ଥ ବାସୁଦେବପୁର ନିକଟରେ ୧୨ ଟିକିଆ ହାତୀପଲ ୫୨୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ଦେଖା ଯାଇଛନ୍ତି। ଏହି ହାତୀପଲ ଜାତୀୟ ରାଜପଥ ପାର ହୋଇ ଶଙ୍କରପୁର ଅଭିମୁଖେ ଯାଉଥିବା ବେଳେ ଘଟଣା ସ୍ଥଳରେ ବନ କର୍ମଚାରୀ ଉପସ୍ଥିତ ରହିଥିବା ଦେଖା ଯାଇଥିଲା।

MORE NEWS