Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କେନ୍ଦୁଝର ସହର: ବଡବିଲ ଥାନା ନିକଟରେ ହାଇୱା ପଛରେ ପିଟିଲା କାର, ଯାତ୍ରୀ ସୁରକ୍ଷିତ

କେନ୍ଦୁଝର ଜିଲ୍ଲା ବଡବିଲ ଥାନା ନିକଟରେ ଆଜି ଏକ କାର ହାଇୱା ପଛରେ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିବା ବେଳେ ଲୋକେ କିଛି ସମୟ ଧରି ହାଇୱାକୁ ଅଟକ ରଖିଥିବା ଦେଖା ଯାଇଥିଲା।

MORE NEWS