Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଚମ୍ପୁଆ: ବଡବିଲ ସହରରେ ନାବାଳକ ଚୋରଙ୍କ ଉତ୍ପାତ ବୃଦ୍ଧି, ହୋଟେଲ ପ୍ରତୀକ ନିକଟସ୍ଥ ଘରୁ ଲାପଟପ୍ ଚୋରି ଅଭିଯୋଗ

Champua, Kendujhar | Dec 12, 2025
ବଡବିଲ ସହରରେ ବର୍ତ୍ତମାନ ନାବାଳକ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଜି ହୋଟେଲ ପ୍ରତୀକ ନିକଟସ୍ଥ ଏକ ଘରୁ ୨ଟି ଲ୍ୟାପଟପ୍ ଚୋରାଇ ନେଇଥିବା ଅଭିଯୋଗ ହୋଇଛି।