Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

News in Thakurmunda

ରାସଗୋବିନ୍ଦପୁର: ବଡବଇଁଚା ଗ୍ରାମରେ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କରାଇଲା ଶୂଳିଆପଦା ପୁଲିସ

ରାସଗୋବିନ୍ଦପୁର: ବଡବଇଁଚା ଗ୍ରାମରେ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କରାଇଲା ଶୂଳିଆପଦା ପୁଲିସ

Rasagobindapur, Mayurbhanj | Aug 1, 2026

ବାରିପଦା ସଦର: ସାମ୍ବାଦିକ ପରିଚୟର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ଦାବି

ବାରିପଦା ସଦର: ସାମ୍ବାଦିକ ପରିଚୟର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ଦାବି

Baripada Sadar, Mayurbhanj | Aug 1, 2026

#ଆଦିବାସୀ_ଅଧ୍ୟୁଷିତ_ଅଞ୍ଚଳର_ନଗ୍ନଚିତ୍ର#
#କେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବ ତାହା ଦେଖିବାକୁ ବାକି ରହିଲା#

#ସୂଚନାନୁସାରେ........
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଦୁଅ ପଚପଚ ରାସ୍ତାରେ ପଶି ପାରିଲାନି ଆମ୍ବୁଲାନ୍ସ।୨କି.ମିରୁ ଉର୍ଦ୍ଧ୍ବ ରାସ୍ତା ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତର ଠେଙ୍ଗାତାଣ୍ଡି ଗ୍ରାମରେ। ସୂଚନାଯୋଗ୍ୟ ଗୁରୁବାର ପୂର୍ବାହ୍ନରେ ଠେଙ୍ଗାତାଣ୍ଡି ଗ୍ରାମର ୧ନଂ ଓ୍ବାର୍ଡର ୬୫ବର୍ଷ ବୟସ୍କ ବୃଦ୍ଧା ପାଉରା ହେମ୍ବ୍ରମ ଘର ଠାରୁ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ ଦୂରରେ ଥିବା ଗୁଳିଡିହି ଠାରେ କ୍ଷେତ୍ରରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା ଲୋକେ ଏହାଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଡାକ୍ତରଖାନା ନେବାପାଇଁ।ହେଲେ ଶୋଚନୀୟ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା ଏବଂ ଠେଙ୍ଗାତାଣ୍ଡି ସ୍କୁଲ ପାଖରେ ଅଟକି ରହିଥିଲା। ତେବେ ଗୁଳିଡିହି ଠାରୁ ଠେଙ୍ଗାତାଣ୍ଡି ସ୍କୁଲ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ କାଦୁଅ ପଚପଚ ଖାଲଖମା ବିପର୍ଯ୍ୟସ୍ତ ରାସ୍ତାରେ ଗୁରୁତର ରୋଗୀଙ୍କୁ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା।ଯାହାକି ଆଦିବାସୀ ବହୁଳ ଏହି ଗାଁରେ ବିକାଶ ଅପହଞ୍ଚ ବୋଲି ଲୋକେ କହୁଥିବାବେଳେ ଦୀର୍ଘଦିନ ଧରି ଲୋକଙ୍କ ଦାବି ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନଥିବା ଯୋଗୁଁ ଆଜି ଏଭଳି ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି।
#ମୟୁରଭଞ୍ଜ #

#ଆଦିବାସୀ_ଅଧ୍ୟୁଷିତ_ଅଞ୍ଚଳର_ନଗ୍ନଚିତ୍ର# #କେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବ ତାହା ଦେଖିବାକୁ ବାକି ରହିଲା# #ସୂଚନାନୁସାରେ........ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଦୁଅ ପଚପଚ ରାସ୍ତାରେ ପଶି ପାରିଲାନି ଆମ୍ବୁଲାନ୍ସ।୨କି.ମିରୁ ଉର୍ଦ୍ଧ୍ବ ରାସ୍ତା ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତର ଠେଙ୍ଗାତାଣ୍ଡି ଗ୍ରାମରେ। ସୂଚନାଯୋଗ୍ୟ ଗୁରୁବାର ପୂର୍ବାହ୍ନରେ ଠେଙ୍ଗାତାଣ୍ଡି ଗ୍ରାମର ୧ନଂ ଓ୍ବାର୍ଡର ୬୫ବର୍ଷ ବୟସ୍କ ବୃଦ୍ଧା ପାଉରା ହେମ୍ବ୍ରମ ଘର ଠାରୁ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ ଦୂରରେ ଥିବା ଗୁଳିଡିହି ଠାରେ କ୍ଷେତ୍ରରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା ଲୋକେ ଏହାଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଡାକ୍ତରଖାନା ନେବାପାଇଁ।ହେଲେ ଶୋଚନୀୟ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା ଏବଂ ଠେଙ୍ଗାତାଣ୍ଡି ସ୍କୁଲ ପାଖରେ ଅଟକି ରହିଥିଲା। ତେବେ ଗୁଳିଡିହି ଠାରୁ ଠେଙ୍ଗାତାଣ୍ଡି ସ୍କୁଲ ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟରରୁ ଉର୍ଦ୍ଧ୍ବ କାଦୁଅ ପଚପଚ ଖାଲଖମା ବିପର୍ଯ୍ୟସ୍ତ ରାସ୍ତାରେ ଗୁରୁତର ରୋଗୀଙ୍କୁ ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା।ଯାହାକି ଆଦିବାସୀ ବହୁଳ ଏହି ଗାଁରେ ବିକାଶ ଅପହଞ୍ଚ ବୋଲି ଲୋକେ କହୁଥିବାବେଳେ ଦୀର୍ଘଦିନ ଧରି ଲୋକଙ୍କ ଦାବି ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନଥିବା ଯୋଗୁଁ ଆଜି ଏଭଳି ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। #ମୟୁରଭଞ୍ଜ #

Baripada Town, Mayurbhanj | Aug 1, 2026