Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

News in Baripada Town

#ଭିଜିଲାନ୍ସ_ହାତରେ_JE...
୩୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ
ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ସୁଶିଲ ସିଂ ।
#Mayurbhanj#

#ଭିଜିଲାନ୍ସ_ହାତରେ_JE... ୩୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ସୁଶିଲ ସିଂ । #Mayurbhanj#

Baripada Town, Mayurbhanj | Jul 10, 2026

#କେନ୍ଦୁଝର_ପହଞ୍ଚିଲେ_ବିଜେଡିର_ପ୍ରତିନିଧି_ମଣ୍ଡଳୀ#
ବିଜୁ ଜନତା ଦଳ,ଓଡିଶା ର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ କୋଡ଼ିପଶା ଗ୍ରାମରେ ପହଞ୍ଚି ତାମିଲନାଡୁ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ ଫୁଲମଣି ଜୁଆଙ୍ଗ ଓ ସ୍ୱର୍ଗତ ସଜନୀ ଜୁଆଙ୍ଗଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଥିଲେ।ଏହି ଦୁଃଖଦ ଘଟଣା କେବଳ ଦୁର୍ଘଟଣା ନୁହେଁ, ବରଂ ରାଜ୍ୟ ସରକାରଙ୍କ ଦାଦନ ସମସ୍ୟା ରୋକିବାରେ ବିଫଳତାର ଏକ ନଗ୍ନ ଚିତ୍ର ହୋଇଥିବା ବେଳେ ଆଦିବାସୀ ଅଞ୍ଚଳର ଯୁବକ ଯୁବତୀମାନେ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଏବଂ ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି ବୋଲି କହିଛି ବିରୋଧୀ ଦଳ। ତେଣୁ ରାଜ୍ୟ ସରକାରଙ୍କୁ ଆମର ସ୍ପଷ୍ଟ ଦାବି ଆଦିବାସୀ ଝିଅମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରନ୍ତୁ, ଦାଦନ ପ୍ରଥାକୁ କଠୋର ଭାବେ ନିୟନ୍ତ୍ରଣ କରନ୍ତୁ, ଏବଂ ଏହି ଦୁର୍ଘଟଣାର ସମସ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ, ଉପଯୁକ୍ତ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ କରାଯାଉ।।।

#କେନ୍ଦୁଝର_ପହଞ୍ଚିଲେ_ବିଜେଡିର_ପ୍ରତିନିଧି_ମଣ୍ଡଳୀ# ବିଜୁ ଜନତା ଦଳ,ଓଡିଶା ର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ କୋଡ଼ିପଶା ଗ୍ରାମରେ ପହଞ୍ଚି ତାମିଲନାଡୁ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ ଫୁଲମଣି ଜୁଆଙ୍ଗ ଓ ସ୍ୱର୍ଗତ ସଜନୀ ଜୁଆଙ୍ଗଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଥିଲେ।ଏହି ଦୁଃଖଦ ଘଟଣା କେବଳ ଦୁର୍ଘଟଣା ନୁହେଁ, ବରଂ ରାଜ୍ୟ ସରକାରଙ୍କ ଦାଦନ ସମସ୍ୟା ରୋକିବାରେ ବିଫଳତାର ଏକ ନଗ୍ନ ଚିତ୍ର ହୋଇଥିବା ବେଳେ ଆଦିବାସୀ ଅଞ୍ଚଳର ଯୁବକ ଯୁବତୀମାନେ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଏବଂ ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି ବୋଲି କହିଛି ବିରୋଧୀ ଦଳ। ତେଣୁ ରାଜ୍ୟ ସରକାରଙ୍କୁ ଆମର ସ୍ପଷ୍ଟ ଦାବି ଆଦିବାସୀ ଝିଅମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରନ୍ତୁ, ଦାଦନ ପ୍ରଥାକୁ କଠୋର ଭାବେ ନିୟନ୍ତ୍ରଣ କରନ୍ତୁ, ଏବଂ ଏହି ଦୁର୍ଘଟଣାର ସମସ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ, ଉପଯୁକ୍ତ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ କରାଯାଉ।।।

Baripada Town, Mayurbhanj | Jul 10, 2026

#ବିଜେଡି ର ଜୋରଦାର ବିକ୍ଷୋଭ ପ୍ରଦର୍ଶନ ...
#ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି....
#ବିକ୍ଷୋଭ ରେ ହଜାର ହଜାର କର୍ମୀଙ୍କ ଯୋଗଦାନ....

#ବିଜେଡି ର ଜୋରଦାର ବିକ୍ଷୋଭ ପ୍ରଦର୍ଶନ ... #ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି.... #ବିକ୍ଷୋଭ ରେ ହଜାର ହଜାର କର୍ମୀଙ୍କ ଯୋଗଦାନ....

Baripada Town, Mayurbhanj | Jul 9, 2026