Latest News in Rasagobindapur (Local videos)

ରାସଗୋବିନ୍ଦପୁର: ସରଡିହା କେନାଲଛକରେ ଭାରସାମ୍ୟ ହରାଇ କେନଲ ଭିତରକୁ ଖସିପଡିଲା ଟାଟାଏସି ଗାଡି, ଦୁର୍ଘଟଣାରେ ଗାଡିମାଲିକ ତଥା ବ୍ୟବସାୟୀଙ୍କ ମୃତ୍ୟୁ

Rasagobindapur, Mayurbhanj | Jun 12, 2025
shantanupanda7
shantanupanda7 status mark
Share
Next Videos
ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଭାଲିଆଗଡିଆ ଗାଁରେ ଗାଧୋଇବା ସମୟରେ ପଖରୀରେ ବୁଡି ସମ୍ପର୍କୀୟ ପିଉସୀ ଝିଆରୀ ମୃତ

ରାସଗୋବିନ୍ଦପୁର: ରାସଗୋବିନ୍ଦପୁର ଥାନା ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଭାଲିଆଗଡିଆ ଗାଁରେ ଗାଧୋଇବା ସମୟରେ ପଖରୀରେ ବୁଡି ସମ୍ପର୍କୀୟ ପିଉସୀ ଝିଆରୀ ମୃତ

shantanupanda7 status mark
Rasagobindapur, Mayurbhanj | Jun 11, 2025
ରାସଗୋବିନ୍ଦପୁର: ମୋରଡା ଥାନା ଇଲାକାରୁ ୧୭ବର୍ଷୀୟା ନାବାଳିକା ନିଖୋଜ ଘଟଣାରେ ହାଇଦ୍ରାବାଦରୁ ପୀଡ଼ିତାଙ୍କୁ ଉଦ୍ଧାରକରି ଥାନାରେ ପହଞ୍ଚିଲା ମୋରଡା ପୁଲିସଟିମ

ରାସଗୋବିନ୍ଦପୁର: ମୋରଡା ଥାନା ଇଲାକାରୁ ୧୭ବର୍ଷୀୟା ନାବାଳିକା ନିଖୋଜ ଘଟଣାରେ ହାଇଦ୍ରାବାଦରୁ ପୀଡ଼ିତାଙ୍କୁ ଉଦ୍ଧାରକରି ଥାନାରେ ପହଞ୍ଚିଲା ମୋରଡା ପୁଲିସଟିମ

shantanupanda7 status mark
Rasagobindapur, Mayurbhanj | Jun 10, 2025
ରାସଗୋବିନ୍ଦପୁର: ରାଇଶୋଳ ଗ୍ରାମରେ ଚଢାଉକରି ବେଆଇନ ମାଟି ଉତ୍ତୋଳନ ଓ ଚୋରାଚାଲାଣ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଓ ଡ଼ମ୍ଫର ଜବତକଲା ରାସଗୋବିନ୍ଦପୁର ପୁଲିସ

ରାସଗୋବିନ୍ଦପୁର: ରାଇଶୋଳ ଗ୍ରାମରେ ଚଢାଉକରି ବେଆଇନ ମାଟି ଉତ୍ତୋଳନ ଓ ଚୋରାଚାଲାଣ କାର୍ଯ୍ୟରେ ନିୟୋଜିତ ଜେସିବି ମେସିନ ଓ ଡ଼ମ୍ଫର ଜବତକଲା ରାସଗୋବିନ୍ଦପୁର ପୁଲିସ

shantanupanda7 status mark
Rasagobindapur, Mayurbhanj | Jun 9, 2025
ରାସଗୋବିନ୍ଦପୁର: ପୁରୁଣାପାଣି ଛକରେ ଗୋମାଂସ ବୋଝେଇ ବାଇକ ସହ କାର ମୁହାଁମୁହିଁ ଧକ୍କା, ୨ ଗୁରୁତର, ବାଇକ ଓ ଗୋମାଂସ ଜବତ କଲା ପୋଲିସ

ରାସଗୋବିନ୍ଦପୁର: ପୁରୁଣାପାଣି ଛକରେ ଗୋମାଂସ ବୋଝେଇ ବାଇକ ସହ କାର ମୁହାଁମୁହିଁ ଧକ୍କା, ୨ ଗୁରୁତର, ବାଇକ ଓ ଗୋମାଂସ ଜବତ କଲା ପୋଲିସ

shantanupanda7 status mark
Rasagobindapur, Mayurbhanj | Jun 8, 2025
ରାସଗୋବିନ୍ଦପୁର: ମୋରଡା ତହସିଲଅଫିସରେ ନିଖିଳଓଡିଶା ଆଦିବାସୀ ବିନ୍ଧାଣି ଓ ଲୋହାରସ ସମ୍ପ୍ରଦାୟପକ୍ଷରୁ ଜମିପଟ୍ଟା ସଂଶୋଧନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାସଗୋବିନ୍ଦପୁର: ମୋରଡା ତହସିଲଅଫିସରେ ନିଖିଳଓଡିଶା ଆଦିବାସୀ ବିନ୍ଧାଣି ଓ ଲୋହାରସ ସମ୍ପ୍ରଦାୟପକ୍ଷରୁ ଜମିପଟ୍ଟା ସଂଶୋଧନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

shantanupanda7 status mark
Rasagobindapur, Mayurbhanj | Jun 6, 2025
ରାସଗୋବିନ୍ଦପୁର: ପାଟପୁର ପୋଲ ଠାରେ ୨ ଗୋ ମାଂସ ବେପାରୀଙ୍କୁ କାବୁ କରି ରାସ୍ତାରେ ଚଲାଇ ଚଲାଇ ଆଣି ପୋଲିସ ଜିମା ଦେଲେ ଲୋକେ

ରାସଗୋବିନ୍ଦପୁର: ପାଟପୁର ପୋଲ ଠାରେ ୨ ଗୋ ମାଂସ ବେପାରୀଙ୍କୁ କାବୁ କରି ରାସ୍ତାରେ ଚଲାଇ ଚଲାଇ ଆଣି ପୋଲିସ ଜିମା ଦେଲେ ଲୋକେ

shantanupanda7 status mark
Rasagobindapur, Mayurbhanj | Jun 3, 2025
ରାସଗୋବିନ୍ଦପୁର: ବୋଧିମୁହାଁରେ ଆୟୋଜିତ ପ୍ରସିଦ୍ଧ ଉଡ଼ାପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର

ରାସଗୋବିନ୍ଦପୁର: ବୋଧିମୁହାଁରେ ଆୟୋଜିତ ପ୍ରସିଦ୍ଧ ଉଡ଼ାପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର

shantanupanda7 status mark
Rasagobindapur, Mayurbhanj | Jun 1, 2025
ରାସଗୋବିନ୍ଦପୁର: ଚିତ୍ରଡା ଉପକଣ୍ଠ ବାରିପଦା-ଚିତ୍ରଡା-ଅମର୍ଦା ୬୧ ନମ୍ବର ରାଜ୍ୟରାଜପଥ ରାଜାବନ୍ଧ ଠାରେ ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ

ରାସଗୋବିନ୍ଦପୁର: ଚିତ୍ରଡା ଉପକଣ୍ଠ ବାରିପଦା-ଚିତ୍ରଡା-ଅମର୍ଦା ୬୧ ନମ୍ବର ରାଜ୍ୟରାଜପଥ ରାଜାବନ୍ଧ ଠାରେ ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାଗ୍ରସ୍ତ

shantanupanda7 status mark
Rasagobindapur, Mayurbhanj | May 31, 2025
ରାସଗୋବିନ୍ଦପୁର: ଚିତ୍ରଡାସ୍ଥିତ ମୋରଡା ବ୍ଲକଅଫିସ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ବିଡ଼ିଓ ଓ ତହସିଲଦାରଙ୍କ ସମେତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଯୋଗଦାନ

ରାସଗୋବିନ୍ଦପୁର: ଚିତ୍ରଡାସ୍ଥିତ ମୋରଡା ବ୍ଲକଅଫିସ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ବିଡ଼ିଓ ଓ ତହସିଲଦାରଙ୍କ ସମେତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଯୋଗଦାନ

shantanupanda7 status mark
Rasagobindapur, Mayurbhanj | May 30, 2025
ରାସଗୋବିନ୍ଦପୁର: ଭଦ୍ରାଶୋଳ ଗ୍ରାମରେ ବିଷପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦକଲେ ଚିତ୍ରଡା ଫାଣ୍ଡି ଅଧିକାରୀ

ରାସଗୋବିନ୍ଦପୁର: ଭଦ୍ରାଶୋଳ ଗ୍ରାମରେ ବିଷପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦକଲେ ଚିତ୍ରଡା ଫାଣ୍ଡି ଅଧିକାରୀ

shantanupanda7 status mark
Rasagobindapur, Mayurbhanj | May 28, 2025
ରାସଗୋବିନ୍ଦପୁର: ପାଟପୁର ଠାରେ ସଡକ ଦୁର୍ଘଟଣାରେ ମହିଳା ଗୁରୁତର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ରାସଗୋବିନ୍ଦପୁର: ପାଟପୁର ଠାରେ ସଡକ ଦୁର୍ଘଟଣାରେ ମହିଳା ଗୁରୁତର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

shantanupanda7 status mark
Rasagobindapur, Mayurbhanj | May 27, 2025
ରାସଗୋବିନ୍ଦପୁର: ଡେଙ୍ଗାଶୋଳ ଗ୍ରାମରେ ଅଜାଙ୍କ ଘରେ ଶୋଇଥିବା ବେଳେ ଚିତି ସାପ କାମୁଡ଼ାରେ ୧୭ ବର୍ଷୀୟ ନାବାଳକ ମୃତ

ରାସଗୋବିନ୍ଦପୁର: ଡେଙ୍ଗାଶୋଳ ଗ୍ରାମରେ ଅଜାଙ୍କ ଘରେ ଶୋଇଥିବା ବେଳେ ଚିତି ସାପ କାମୁଡ଼ାରେ ୧୭ ବର୍ଷୀୟ ନାବାଳକ ମୃତ

shantanupanda7 status mark
Rasagobindapur, Mayurbhanj | May 26, 2025
ରାସଗୋବିନ୍ଦପୁର: ବଡଫେରା ଠାରେ ବେଆଇନ ବାଲିଡିପୋରେ ଚଢାଉକରି ୨ଟି ଚୋରା ବାଲିବୋଝେଇ ହାଇୱା ହେପାଜତକୁ ନେଲା ପୁଲିସ, ଜୋରିମାନା ଦାଖଲ ପାଇଁ ମାଇନିଂ ବିଭାଗର ଚିଠି

ରାସଗୋବିନ୍ଦପୁର: ବଡଫେରା ଠାରେ ବେଆଇନ ବାଲିଡିପୋରେ ଚଢାଉକରି ୨ଟି ଚୋରା ବାଲିବୋଝେଇ ହାଇୱା ହେପାଜତକୁ ନେଲା ପୁଲିସ, ଜୋରିମାନା ଦାଖଲ ପାଇଁ ମାଇନିଂ ବିଭାଗର ଚିଠି

shantanupanda7 status mark
Rasagobindapur, Mayurbhanj | May 23, 2025
ରାସଗୋବିନ୍ଦପୁର: ବ୍ରାହ୍ମଣମରା ଗ୍ରାମରେ ବଳଦକୁ ବିଷମିଶା ଖାଦ୍ୟ ଖୁଆଇ ମାରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ, ୧ବଳଦ ମୃତ ୩ଗୁରୁତର

ରାସଗୋବିନ୍ଦପୁର: ବ୍ରାହ୍ମଣମରା ଗ୍ରାମରେ ବଳଦକୁ ବିଷମିଶା ଖାଦ୍ୟ ଖୁଆଇ ମାରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ, ୧ବଳଦ ମୃତ ୩ଗୁରୁତର

shantanupanda7 status mark
Rasagobindapur, Mayurbhanj | May 22, 2025
ରାସଗୋବିନ୍ଦପୁର: ଭାଲୁକଚୁଆ ଓ ମସିଣାଶୋଳ ଇଲାକାରେ ଦୁଇଟିଦଳରେ ୩୭ହାତୀଙ୍କ ବିଚରଣ, ଖାଦ୍ୟ ପାଇଁ ଭାଲୁକଚୁଆ ଗାଁମୁହାଁ ଅଗ୍ରସର ବଣୁଆହାତୀଙ୍କୁ ଘଉଡ଼ାଇଲା ବନବିଭାଗ

ରାସଗୋବିନ୍ଦପୁର: ଭାଲୁକଚୁଆ ଓ ମସିଣାଶୋଳ ଇଲାକାରେ ଦୁଇଟିଦଳରେ ୩୭ହାତୀଙ୍କ ବିଚରଣ, ଖାଦ୍ୟ ପାଇଁ ଭାଲୁକଚୁଆ ଗାଁମୁହାଁ ଅଗ୍ରସର ବଣୁଆହାତୀଙ୍କୁ ଘଉଡ଼ାଇଲା ବନବିଭାଗ

shantanupanda7 status mark
Rasagobindapur, Mayurbhanj | May 21, 2025
ରାସଗୋବିନ୍ଦପୁର: ବାରମାଇଲ ଛକରେ ଚଢାଉକରି ଜଳଖିଆ ଦୋକାନରୁ ବିପୁଳ ପରିମାଣର ଚୋରା ବିଦେଶିମଦ ଜବତ ସମେତ ଜଣକୁ ଗିରଫ କଲା ପୁଲିସ

ରାସଗୋବିନ୍ଦପୁର: ବାରମାଇଲ ଛକରେ ଚଢାଉକରି ଜଳଖିଆ ଦୋକାନରୁ ବିପୁଳ ପରିମାଣର ଚୋରା ବିଦେଶିମଦ ଜବତ ସମେତ ଜଣକୁ ଗିରଫ କଲା ପୁଲିସ

shantanupanda7 status mark
Rasagobindapur, Mayurbhanj | May 20, 2025
ରାସଗୋବିନ୍ଦପୁର: କୋହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିରରେ ବିଡ଼ିଓ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କ ଯୋଗଦାନ

ରାସଗୋବିନ୍ଦପୁର: କୋହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିରରେ ବିଡ଼ିଓ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କ ଯୋଗଦାନ

shantanupanda7 status mark
Rasagobindapur, Mayurbhanj | May 19, 2025
ରାସଗୋବିନ୍ଦପୁର: ମୋରଡା ବଜାରରେ ରାସ୍ତାପାର୍ଶ୍ଵ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ମାଜିଷ୍ଟ୍ରେଟ, ପୁଲିସ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ

ରାସଗୋବିନ୍ଦପୁର: ମୋରଡା ବଜାରରେ ରାସ୍ତାପାର୍ଶ୍ଵ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ମାଜିଷ୍ଟ୍ରେଟ, ପୁଲିସ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ

shantanupanda7 status mark
Rasagobindapur, Mayurbhanj | May 17, 2025
ରାସଗୋବିନ୍ଦପୁର: ବେତନଟୀ ରେଞ୍ଜଛାଡି ସାରୁମୂଳା ଜଙ୍ଗଲରେ ପ୍ରବେଶକଲେ ଝାଡ଼ଖଣ୍ଡି ହାତୀପଲ, ଫୁଲଝରି ଜଙ୍ଗଲହୋଇ ପଶ୍ଚିମବଙ୍ଗମୁହାଁ ଅଗ୍ରସର ହେଉଛନ୍ତି ବଣୁଆହାତୀ

ରାସଗୋବିନ୍ଦପୁର: ବେତନଟୀ ରେଞ୍ଜଛାଡି ସାରୁମୂଳା ଜଙ୍ଗଲରେ ପ୍ରବେଶକଲେ ଝାଡ଼ଖଣ୍ଡି ହାତୀପଲ, ଫୁଲଝରି ଜଙ୍ଗଲହୋଇ ପଶ୍ଚିମବଙ୍ଗମୁହାଁ ଅଗ୍ରସର ହେଉଛନ୍ତି ବଣୁଆହାତୀ

shantanupanda7 status mark
Rasagobindapur, Mayurbhanj | May 16, 2025
ରାସଗୋବିନ୍ଦପୁର: ଚିଲବସା ଜଙ୍ଗଲରୁ ବେଆଇନ ଭାବେ ମୂଲ୍ୟବାନ ଶାଳଗଛ କାଟି ଚୋରାଚାଲାଣ ଉଦ୍ୟମ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ବନବିଭାଗ, ଜଣେ ଫେରାର

ରାସଗୋବିନ୍ଦପୁର: ଚିଲବସା ଜଙ୍ଗଲରୁ ବେଆଇନ ଭାବେ ମୂଲ୍ୟବାନ ଶାଳଗଛ କାଟି ଚୋରାଚାଲାଣ ଉଦ୍ୟମ ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ବନବିଭାଗ, ଜଣେ ଫେରାର

shantanupanda7 status mark
Rasagobindapur, Mayurbhanj | May 15, 2025
ରାସଗୋବିନ୍ଦପୁର: ଭାଲିଆଡିହା ପଞ୍ଚାୟତ କାର୍ଯ୍ୟାଳୟରେ କୃଷକ ପଞ୍ଜିକରଣ ଓ ଜମି ପଟ୍ଟା ସଂଶୋଧନ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ତହସିଲଦାର

ରାସଗୋବିନ୍ଦପୁର: ଭାଲିଆଡିହା ପଞ୍ଚାୟତ କାର୍ଯ୍ୟାଳୟରେ କୃଷକ ପଞ୍ଜିକରଣ ଓ ଜମି ପଟ୍ଟା ସଂଶୋଧନ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ତହସିଲଦାର

shantanupanda7 status mark
Rasagobindapur, Mayurbhanj | May 13, 2025
ରାସଗୋବିନ୍ଦପୁର: ବଳଦିଆ ଜଙ୍ଗଲରେ ଅଟକିଥିବା ୭୦ଟିକିଆ ଝାଡଖଣ୍ଡି ହାତୀପଲ ପଶ୍ଚିମବଙ୍ଗମୁହାଁ ଅଗ୍ରସର ହେଉଥିବାବେଳେ ବାଛୁରୀପାଳ ଇଲାକାରେ ବ୍ୟାପକ ଫସଲ ନଷ୍ଟକଲେ

ରାସଗୋବିନ୍ଦପୁର: ବଳଦିଆ ଜଙ୍ଗଲରେ ଅଟକିଥିବା ୭୦ଟିକିଆ ଝାଡଖଣ୍ଡି ହାତୀପଲ ପଶ୍ଚିମବଙ୍ଗମୁହାଁ ଅଗ୍ରସର ହେଉଥିବାବେଳେ ବାଛୁରୀପାଳ ଇଲାକାରେ ବ୍ୟାପକ ଫସଲ ନଷ୍ଟକଲେ

shantanupanda7 status mark
Rasagobindapur, Mayurbhanj | May 12, 2025
ରାସଗୋବିନ୍ଦପୁର: ପଥରଖୋଳ ଗାଁରେ ଏକ ଗଛରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତକରି ବ୍ୟବଚ୍ଛେଦ କରାଇଲା ରାସଗୋବିନ୍ଦପୁର ପୁଲିସ

ରାସଗୋବିନ୍ଦପୁର: ପଥରଖୋଳ ଗାଁରେ ଏକ ଗଛରୁ ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତକରି ବ୍ୟବଚ୍ଛେଦ କରାଇଲା ରାସଗୋବିନ୍ଦପୁର ପୁଲିସ

shantanupanda7 status mark
Rasagobindapur, Mayurbhanj | May 10, 2025
ରାସଗୋବିନ୍ଦପୁର: ପ୍ରତାପଚନ୍ଦ୍ରପୁର ସହ ମୋହନପୁର ଓ ଉଦାଳିପାଳରେ ଚଢ଼ାଉରେ ଚୋରା ମଦ ଜବତ, ବହୁ ଅଭିଯୁକ୍ତ ଗିରଫ

ରାସଗୋବିନ୍ଦପୁର: ପ୍ରତାପଚନ୍ଦ୍ରପୁର ସହ ମୋହନପୁର ଓ ଉଦାଳିପାଳରେ ଚଢ଼ାଉରେ ଚୋରା ମଦ ଜବତ, ବହୁ ଅଭିଯୁକ୍ତ ଗିରଫ

shantanupanda7 status mark
Rasagobindapur, Mayurbhanj | May 8, 2025
Load More
Contact Us