Latest News in Barsahi (Local videos)

ବଡସାହି: ଭଗବାନପୁର ଠାରେ ରେଳଫାଟକ ଅତିକ୍ରମ କରୁଥିବା ବେଳେ ମେମୁଟ୍ରେନ ଧକ୍କାରେ ବର୍ଷିଆନ ସମାଜସେବୀଙ୍କ ଶୋଚନୀୟ ମୃତ୍ୟୁ

Barsahi, Mayurbhanj | Jul 10, 2025
shantanupanda7
shantanupanda7 status mark
Share
Next Videos
ବଡସାହି: ଯୁଗୁପୁରା ରେଳଷ୍ଟେସନରୁ ରେଳବାଇ ଓ ବୈଶିଙ୍ଗା ପୁଲିସ ସହାୟତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ଦିବ୍ୟାଙ୍ଗ ଯୁବତୀ ୱାନଷ୍ଟପ ସେଣ୍ଟରକୁ ହସ୍ତାନ୍ତର

ବଡସାହି: ଯୁଗୁପୁରା ରେଳଷ୍ଟେସନରୁ ରେଳବାଇ ଓ ବୈଶିଙ୍ଗା ପୁଲିସ ସହାୟତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ଦିବ୍ୟାଙ୍ଗ ଯୁବତୀ ୱାନଷ୍ଟପ ସେଣ୍ଟରକୁ ହସ୍ତାନ୍ତର

shantanupanda7 status mark
Barsahi, Mayurbhanj | Jul 10, 2025
ବଡସାହି: ଡ୍ରାଇଭର ମହାସଂଘର ଧର୍ମଘଟ ପାଇଁ ପୋଲିସ ସୁରକ୍ଷାରେ ବେତନଟୀ, ବଡସାହି ସହ ବୈଶିଙ୍ଗାରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଭର୍ତ୍ତି ଟ୍ୟାଙ୍କର

ବଡସାହି: ବୈଶିଙ୍ଗା ବଜାରରେ ସ୍ପଷ୍ଟ ଦିବାଲୋକରେ ଗାଡିଡିକି ଭାଙ୍ଗି ୨ଲକ୍ଷଟଙ୍କା ଲୁଟ ଘଟଣା ସିସିଟିଭି କ୍ୟାମେରାରେ କଏଦ, ଏତଲା ଦାଏରକଲେ ବରିଷ୍ଠ ନାଗରିକ

ବଡସାହି: ନରଣପୁର ଗ୍ରାମରେ ସ୍ୱାମୀ ସ୍ତ୍ରୀ ଓ ଉଭୟ ପକ୍ଷଙ୍କ ଘରଲୋକ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ଅଭିଯୋଗରେ ଉଭୟ ପକ୍ଷଙ୍କ ଏତଲାକ୍ରମେ ପୃଥକ ମାମଲା ରୁଜୁ

Barsahi, Mayurbhanj | Jul 9, 2025
ବଡସାହି: ନୂଆଦିଲ୍ଲୀ ଅଫିସର ଅନୁମୋଦନକ୍ରମେ ବଡସାହିର କଂଗ୍ରେସ ବିଧାୟକପ୍ରାର୍ଥୀ କ୍ଷୀରୋଦଚନ୍ଦ୍ର ପାତ୍ରଙ୍କ ନାମ ଭାଇସଚେୟାରମ୍ୟାନ ଭାବେ ଦଳ ଘୋଷଣାକଲା

ବଡସାହି: ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବେତନଟୀ ବ୍ଲକ ଶିକ୍ଷାଅଧିକାରୀ ବିପ୍ଳବ କର

ବଡସାହି: ବଗଲପୁର ଠାରେ ଏକତ୍ରିତ ହୋଇ ଧର୍ମଘଟ ଚଳାଇଥିବା ଓଡିଶା ଡ୍ରାଇଭର ମହାସଂଘ ସହିତ ଆଲୋଚନା କଲେ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର

ବଡସାହି: ଅସନବଣି ଗାଁ ଭିତରକୁ ୩ଟି ବଣୁଆହାତୀ ପଶିଆସିଥିବା ନେଇ ସତର୍କସୂଚନା ଜାରିକଲା ବନବିଭାଗ, ବର୍ଷା ରାତିରେ ନାକେଦମ ଗଜସାଥୀ

Barsahi, Mayurbhanj | Jul 8, 2025
ବଡସାହି: ମାଣତ୍ରୀସ୍ଥିତ ବାବାକଖାରୁଆ ବୈଦ୍ୟନାଥ ହାୟାର ସେକେଣ୍ଡାରୀ ସ୍କୁଲରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ

ବଡସାହି: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟରେ ବଗଲପୁର ଠାରେ ଏକତ୍ରିତ ହୋଇ ଧର୍ମଘଟରେ ସାମିଲହେଲେ ବେତନଟୀବ୍ଲକ ସଂଘର ଡ୍ରାଇଭର

ବଡସାହି: ଏମପିସି ହାଇସ୍କୁଲରେ ବନମହୋତ୍ସବ ଅବସରରେ ବୃକ୍ଷରୋପଣ ଓ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ

ବଡସାହି: ୧୮ନଂ ଜାତୀୟ ରାଜପଥ ନହଣ୍ଡାଶୋଳ ପୋଲ ଠାରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, ଉଦ୍ଧାର କଲା ବେତନଟୀ ପୋଲିସ

Barsahi, Mayurbhanj | Jul 7, 2025
ବଡସାହି: ପଥରା ଗାଁର ଜଙ୍ଗଲିଆ ସ୍ଥାନରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ବେତନଟୀ ଅବକାରୀ ଥାନା ପକ୍ଷରୁ ଚଢାଉ,ମହୁଲପୋଚ,ରନ୍ଧାମଦ, ସରଞ୍ଜାମ ନଷ୍ଟ

ବଡସାହି: ବେତନଟୀ ଜଗନ୍ନାଥ ମନ୍ଦିରଠାରେ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣାନୀତି ସମ୍ପନ୍ନ, ଲଗାଣବର୍ଷାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନ

ବଡସାହି: ବିରୋଳା,ଆମ୍ବଯୋଡା,ପୁରିନ୍ଦା ଗାଁରେ ପୃଥକ ଚଢାଉକରି ଚୋରାଦେଶୀ ଓ ବିଦେଶି ଏବଂ ବିଅର ଜବତ ମାମଲାରେ ୩ଅଭିଯୁକ୍ତଙ୍କୁ କୋର୍ଟଚାଲାଣକଲା ଅବକାରିଟିମ

ବଡସାହି: ବଡାମପୁର ଜଙ୍ଗଲରୁ ବାହାରି ଭାଇଗାସାହି, କେତକୀଶୋଳ, ବଇଁଚାଗାଁ ହୋଇ ପିଙ୍ଗୁଳି ଗାଁମୁହାଁ ବଣୁଆହାତୀ ଅଗ୍ରସରନେଇ ସତର୍କସୂଚନା ଜାରିକଲା ବନବିଭାଗ

Barsahi, Mayurbhanj | Jul 6, 2025
ବଡସାହି: ପୁରୁଣିଆ ଠାରେ ରଘୁପୁରମଣ୍ଡଳ ପକ୍ଷରୁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ

ବଡସାହି: କଳମା ଉପକଣ୍ଠ କାନ୍ଥିମଠ ପକ୍ଷରୁ ଆୟୋଜିତ ପ୍ରସିଦ୍ଧ ବାହୁଡା଼ଯାତ୍ରାରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି

Barsahi, Mayurbhanj | Jul 5, 2025
ବଡସାହି: ବେତନଟୀରେ ପ୍ରସିଦ୍ଧ ବାହୁଡା ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ

ବଡସାହି: ଯୁଗୋଳ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ବେତନଟୀ ବନାଞ୍ଚଳ ଅଧିକାରୀ

ବଡସାହି: ବାରମାଇଲ ଛକରୁ ଜନୈକ ବ୍ୟକ୍ତିଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଜବତକରି ଶଵ ବ୍ୟବଚ୍ଛେଦ କରାଇଲା ବେତନଟୀ ପୁଲିସ

ବଡସାହି: ଦଲକି ଗ୍ରାମରେ ୧୫ବର୍ଷୀୟା ନାବାଳିକାଙ୍କ ବିବାହ ହେଉଥିବାର ଖବରପାଇ ବଡ଼ସାହି ପୁଲିସ ଓ ସିଡ଼ିପିଓଙ୍କ ଚଢାଉ, ମାମଲା ରୁଜୁକଲା ପୁଲିସ

Barsahi, Mayurbhanj | Jul 4, 2025
ବଡସାହି: ପ୍ରତିମାଦେଇପୁର ଓ ନାଖାରା ସରକାରୀ ୟୁପିସ୍କୁଲରେ ପହଞ୍ଚି ପିଲାଙ୍ସହିତ ମିଶି କୌତୁକିଆ ଢଙ୍ଗରେ ପାଠପଢିଲେ ଓ ପଢାଇଲେ ବେତନଟୀ ଶିକ୍ଷାମଣ୍ଡଳାଧୀଶ

ବଡସାହି: ଆମ୍ବଯୋଡା ଗ୍ରାମରେ ପଶି ମା' ଓ ପୁଅଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଲା ଗୋଠଛଡା ବଣୁଆ ଦନ୍ତାହାତୀ, ବର୍ଷାରେ ଭଙ୍ଗାଘରେ ରହିଲେ ପରିବାର

Load More
Contact Us