କଟକ ସଦର: ବାଲିଯାତ୍ରା ପାଇଁ କଟକ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ
କଟକ ବାଲିଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଆଡଭାଇଜରୀ। ଭିଡ଼ ସ୍ଥାନଠାରୁ ଦୂରେଇ ରହିବା ସହ ଜରୁରୀ ସହାୟତା ପାଇଁ ବୈଷ୍ଣବ ପାଣି ମଞ୍ଚ କଣ୍ଟ୍ରୋଲ ରୁମ୍ ଓ ଅସ୍ଥାୟୀ ହସ୍ପିଟାଲ ସୁବିଧା ନେବାକୁ ପରାମର୍ଶ।