ବାରଙ୍ଗ ଥାନା ପୋଲିସ ସିଇଆଇଆର ପୋର୍ଟାଲ ସହାୟତାରେ ହଜିଯାଇଥିବା ମୋବାଇଲଗୁଡିକୁ ଉଦ୍ଧାର କରିଛି। ଯାଞ୍ଚ ପରେ ପୋଲିସ ସେହି ମୋବାଇଲଗୁଡିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।