କଟକ ଡିଏଭି ପବ୍ଲିକ ସ୍କୁଲ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ସାମିଲ ହୋଇ ରକ୍ତଦାନ କରିଛନ୍ତି।