କଟକ ବାରଙ୍ଗରେ ଜଳନ୍ତା କାରରୁ ସନ୍ତୋଷ କୁମାର ସାହୁ ନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହତ୍ୟା ନା ଆତ୍ମହତ୍ୟା, ସେନେଇ ତଦନ୍ତ କରୁଛି ପୋଲିସ।