କଟକ ପୁରୀଘାଟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨୧ ଜଣଙ୍କୁ ଅଟକ ରଖିଛି ପୋଲିସ। ଘଟଣାର ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ।