କଟକ ବାଦାମବାଡ଼ି ଥାନା ପୋଲିସର ତତ୍ପରତାରେ ଜଣେ ବ୍ୟକ୍ତିଙ୍କ ହଜିଯାଇଥିବା Realme 11 Pro ମୋବାଇଲ୍ ଉଦ୍ଧାର ହୋଇଛି। ଆବଶ୍ୟକ ଯାଞ୍ଚ ପରେ ପୋଲିସ ଏହାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।