Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଗୁରୁଣ୍ଡିଆ: ଧରୁଆ ଡିହି ପୋଲିସ ଦ୍ବାରା ଚୋରାରେ ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟର କୁଲଟା ନିକଟରୁ ଜବତ, ଜୋରିମାନା ନେଇ ମାଇନ୍ସ ବିଭାଗକୁ ଦେଲେ ସୂଚନା

Gurundia, Sundargarh | Dec 13, 2025
ଆଜି ଡିସେମ୍ବର 13 ତାରିଖ ଅପରାହ୍ନ 2:30 ସମୟରେ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟର OD -23L-5 331କୁ ଜବତ କରିଛନ୍ତି ଧରୁଆ ଡିହି ପୋଲିସ। ଟ୍ରାକ୍ଟରକୁ ଥାନାକୁ ନେବା ସହ ଏହାର ଚାଳକକୁ ଥାନାରେ ଅଟକ ରଖି ଏହି ଘଟଣାରେ ଜୋରିମାନା ବାବଦ ଆକଳନ କରିବା ନେଇ ଡେପୁଟି ଡାଇରେକ୍ଟର ମାଇନ୍ସକୁ ଅବଗତ କରିଛନ୍ତି ଧରୁଆ ଡିହି ପୋଲିସ।