ଆଜି ଡିସେମ୍ବର 13 ତାରିଖ ସାରା ଜିଲ୍ଲାର କୋଣ ଅନୁକୋଣରୁ ଖେଳାଳୀ ମାନେ ସୁନ୍ଦରଗଡ ଜିଲ୍ଲା ସଦର ମହକୁମାର ଠୁଳ ହୋଇଛନ୍ତି। ନିଜର ଦକ୍ଷତା ଦେଖାଇ ଲୋକ ଲୋଚନକୁ ଆସିବା ପାଇଁ। ଆଉ ଏ ନେଇ ଏକ ବଳିଷ୍ଠ ପ୍ଲାଟ ଫର୍ମ ର ସୁଯୋଗ ଦେଇଛନ୍ତି ଭାଜପା ସରକାର। ସାଂସଦ ଖେଳ ମହୋତ୍ସବ ନାମରେ ନାମିତ କରିଛନ୍ତି। ଏହାକୁ ଅଧିକ ଲୋକାଭିମୁଖୀ ଓ ସ୍ମରଣୀୟ କରି ରଖିବା ନେଇ ଭାଜପା ଓ ଜିଲ୍ଲା ପ୍ରଶାସନ ଏକ ଜୁଟ ହୋଇଛନ୍ତି। ଏହି କ୍ରମରେ ଆଜି ରାଜବାଟି ସ୍ଥିତ ସମଲେଇ ମା ' ଙ୍କ ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ଭବାନୀ ପୁର ସ୍ପୋର୍ଟସ କମ୍ପଲେକ୍ସରେ ପହଞ୍ଚିଥିଲା । ସଧାରଣ ଜନତା,କ୍ରୀଡ଼ାବିତ,