Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

ସୁନ୍ଦରଗଡ ସହର: ଗୁରୁଣ୍ଡିଆ: କୁଆଁରମାଲ ଛକରେ ଧରୁଆ ଡିହି ପୋଲିସର MV ଚେକିଂ 13 ଗୋଟି VCR ରେ 15 ହଜାର ଟଙ୍କା ଆଦାୟ

ଆଜି ଡିସେମ୍ବର 14 ତାରିଖ ରବିବାର ଏସପି ଅମ୍ରିତ ପାଲ କୌରଙ୍କ ନିର୍ଦ୍ଦେଶରେ ଧରୁଆ ଡିହି ପୋଲିସ ଏହି ଚେକିଙ୍ଗ କରିଛନ୍ତି। ଏହି ଚେକିଙ୍ଗ ସମୟରେ ପ୍ରାୟ 50 ଗୋଟି ଯାନକୁ ଯାଞ୍ଚ କରାଯାଇଥିବା ଜଣା ପଡିଛି। ସେମାନଙ୍କ ମଧ୍ୟର 13 ଜଣ ନିୟମ ଉଲଙ୍ଘନ କରୀଙ୍କ ନାମରେ ଧରୁଆ ଡିହି ପୋଲିସ 13 ଗୋଟି VCR କାଟିବା ସହ ସେମାନଙ୍କ ନିକଟରୁ 15 ହଜାର ଟଙ୍କା ଜୋରିମାନା ଆକାରରେ ଅସୁଲ କରିଛନ୍ତି। ତେବେ ଧରୁଆ ଡିହି ପୋଲିସର ଏହି ଯାଞ୍ଚ ଅପରାହ୍ନ 3:30 ରୁ ରାତି 8 ଟା ପର୍ଯ୍ୟନ୍ତ ଚାଲିଥିଲା।

MORE NEWS

SMS News Bureau Bondamunda 

ସଂପ୍ରତି ବରକାନୀ ରେ ଆରଏସପି ସଂପ୍ରସାରଣ ନେଇ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ରାତି ରେ ମଧ୍ୟ ପୋଲିସ,ସିଆରପିଏଫ୍ ଙ୍କ ସହ ଇସ୍ପାତ କାରଖାନା ର ଅଗ୍ନିଶମ ଓ ବିଭାଗୀୟ କର୍ମଚାରୀ ପଇଁତାରା ମାରୁଛନ୍ତି। ଆଜି ରାତି ୧୧ଟା ସମୟରେ ଏକ ଗୋଠ ଛଡା ଦନ୍ତା ବରକାନୀ ନିର୍ମାଣଧିନ ପାଚେରୀ ନିକଟରେ ବୁଲୁଥିବା ନଜର କୁ ଆସିଥିଲା। 

#smsnewsnetwork #rourkela #bondamunda #barkani #RSP #expansion #tusker #townservices

SMS News Bureau Bondamunda ସଂପ୍ରତି ବରକାନୀ ରେ ଆରଏସପି ସଂପ୍ରସାରଣ ନେଇ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ରାତି ରେ ମଧ୍ୟ ପୋଲିସ,ସିଆରପିଏଫ୍ ଙ୍କ ସହ ଇସ୍ପାତ କାରଖାନା ର ଅଗ୍ନିଶମ ଓ ବିଭାଗୀୟ କର୍ମଚାରୀ ପଇଁତାରା ମାରୁଛନ୍ତି। ଆଜି ରାତି ୧୧ଟା ସମୟରେ ଏକ ଗୋଠ ଛଡା ଦନ୍ତା ବରକାନୀ ନିର୍ମାଣଧିନ ପାଚେରୀ ନିକଟରେ ବୁଲୁଥିବା ନଜର କୁ ଆସିଥିଲା। #smsnewsnetwork #rourkela #bondamunda #barkani #RSP #expansion #tusker #townservices

Sundargarh Town, Sundargarh | Jul 4, 2026

ବିରମିତ୍ରପୁର; ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ରେଲୱେ ଡିଆରଏମ୍ ଙ୍କ ସହ ଆଲୋଚନା କଲେ ବିଧାୟକ ରୋହିତ ଯୋଶେଫ୍ ତିର୍କୀ।

#smsnewsnetwork #biramitrapur #mla #rohitjosephtirkey #DRM #SERLY

ବିରମିତ୍ରପୁର; ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ ରେଲୱେ ଡିଆରଏମ୍ ଙ୍କ ସହ ଆଲୋଚନା କଲେ ବିଧାୟକ ରୋହିତ ଯୋଶେଫ୍ ତିର୍କୀ। #smsnewsnetwork #biramitrapur #mla #rohitjosephtirkey #DRM #SERLY

Sundargarh Town, Sundargarh | Jul 4, 2026

ରାଉରକେଲା; ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ଖାଲି ହେବ ରେହମତ ନଗର ବସ୍ତି 

#smsnewsnetwork #rourkela #ROB #sector21 #SERLY #SAIL #RSP #Townservices

ରାଉରକେଲା; ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ଖାଲି ହେବ ରେହମତ ନଗର ବସ୍ତି #smsnewsnetwork #rourkela #ROB #sector21 #SERLY #SAIL #RSP #Townservices

Sundargarh Town, Sundargarh | Jul 4, 2026