Public App Logo
Profile Picture

DM.Sundargarh

@dm.sundargarh
56412Followers
107Following
ସୁନ୍ଦରଗଡ: ୫୮ ବର୍ଷର ଲବଣୀଧର ହାଇସ୍କୁଲରେ ନୂଆ ଅଧ୍ୟାୟ,ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ଯୋଶୀଙ୍କୁ ଭବ୍ୟ ସ୍ୱାଗତ
ସୁନ୍ଦରଗଡ: ଜନ୍ମଦିନରେ ଅନାଥ ଶିଶୁଙ୍କ ସହ ଖୁସି ବାଣ୍ଟିଲେ ଯୁବ ସମାଜସେବୀ ଖଗେଶ ନାଏକ
ସୁନ୍ଦରଗଡ: ଲେଫ୍ରିପଡ଼ା ପୋଲିସ ଦ୍ବାରା NBW ମାମଲାରେ ଜଣେ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ: ମଦ ପିଇ ବାଇକ୍ ଚଳାଇବା ପଡ଼ିଲା ମହଙ୍ଗା,ଡିଏଚ୍‌ଏଚ୍‌ ସମ୍ମୁଖରେ ଦୁଇ ଯୁବକଙ୍କୁ ଲୋକଙ୍କ ଛେଚା,
ପରେ ଗାଲ ଆଉଁଷି ଟାଉନ୍ ଥାନାର ଦ୍ୱାରସ୍ଥ
ସୁନ୍ଦରଗଡ: ଅବକାରୀ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ୫ ଗିରଫ,
୩ ବାଇକ୍ ଜବତ, ଆଉ ୧୩ ଅଭିଯୁକ୍ତ ଫେରାର
ସୁନ୍ଦରଗଡ: ରାଜଗାଙ୍ଗପୁର ପୋଲିସ ଦ୍ବାରା ବରପାଲି ଟୋଲ୍ ପ୍ଲାଜା ନିକଟରୁ ଗଞ୍ଜେଇ ଭର୍ତ୍ତି କାର୍ ଜବତ, ଜଣେ ଗିରଫ
ସୁନ୍ଦରଗଡ: ମେନ୍ ମିଶିଙ୍ଗ ରିପୋର୍ଟ-୪୭/୨୦୨୬ର ସଫଳ ତଦନ୍ତ,ନିଖୋଜ ମା’ ଓ କଅଁଳ ଶିଶୁଙ୍କୁ ଝାରସୁଗୁଡ଼ାରୁ ଉଦ୍ଧାର କଲା ଲେଫ୍ରିପଡ଼ା ପୋଲିସ
ସୁନ୍ଦରଗଡ: ଏସ୍‌ଟି କେସ୍‌ରେ NBW ଜାରି ଥିବା ଅଭିଯୁକ୍ତ ଗିରଫ, ରାହୁଲ ମହାନନ୍ଦିଆଙ୍କୁ କୋର୍ଟ ଚାଲାଣ କଲା ଲେଫ୍ରିପଡ଼ା ପୋଲିସ
ସୁନ୍ଦରଗଡ: ରାଇବୋଗା ଥାନାରେ ‘ଆମ ପୋଲିସ’ ବୈଠକ, ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା
ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ଇବ ବନ୍ଧ ସଂଗ୍ରାମ ସମିତି,ଦୁଇ ଦିନ ଅପେକ୍ଷା ପରେ ନିରାଶ ହୋଇ ଫେରିଲେ ପ୍ରତିନିଧି ଦଳ
ସୁନ୍ଦରଗଡ: ମହୁମାଛି ପଲର ଭୟଙ୍କର ଆକ୍ରମଣ...
ଜଣେ ମହିଳାଙ୍କ ମୃତ୍ୟୁ, ଦୁଇ ଗୁରୁତର
ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଅଘଟଣ
ସୁନ୍ଦରଗଡ: କୁଣ୍ଡୁକେଲାରେ ଟ୍ରଲର-ଟ୍ରଲର ଧକ୍କା, ଜଣେ ଚାଳକ ଗୁରୁତର
ସୁନ୍ଦରଗଡ: ବିଜେଡିର ରାଜ୍ୟ ଆଦିବାସୀ ସେଲ୍‌ରେ ସୁନ୍ଦରଗଡ଼କୁ ପ୍ରତିନିଧିତ୍ୱ, କୁନ୍ତୀ ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ସୁନ୍ଦରଗଡ: ଜଙ୍ଘା ବଡ ଦେଓଙ୍କ ଚରଣରେ ନୂଆଁଖାଇ ଜୁହାର,ଭାଇଚାରାରେ ବାନ୍ଧିହେଲେ ଷଡ଼ବଂଶୀୟ ଗୌଣ୍ଡ ସମାଜ
ସୁନ୍ଦରଗଡ: ରେଳ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଖୋଜୁଛି ଜିଆରପିଏସ୍
ସୁନ୍ଦରଗଡ: ଆମ୍ବିଆନ୍ସ ଛକରେ ବେଆଇନ ପାର୍କିଂକୁ ଟାଉନ୍ ପୋଲିସର ଚେତାବନୀ! ଗାଡ଼ି ମାଲିକଙ୍କୁ ରାସ୍ତା ଖାଲି କରିବାକୁ ନିର୍ଦ୍ଦେଶ
ସୁନ୍ଦରଗଡ: ଦୁର୍ଗାପୂଜା ପୂର୍ବରୁ ବାଣ ମହଜୁଦ! ଦର୍ଲିପାଲିରେ ଭଷ୍ମା ପୋଲିସର ଚଢ଼ାଉ, ବାଣ ସହ ଜଣେ ଅଟକ
ସୁନ୍ଦରଗଡ: ଘନ କୁହୁଡ଼ିରେ ଢାଙ୍କିଲା ସୁନ୍ଦରଗଡ଼!
ରାଜପଥରୁ ଗାଁ ରାସ୍ତା—ଦୃଶ୍ୟମାନତା କମ୍, ଯାତାୟାତ ପ୍ରଭାବିତ
ସୁନ୍ଦରଗଡ: କବାଙ୍ଗ ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ଭଷ୍ମା ପୋଲିସର ଚଢ଼ାଉ । ୫ ଜୁଆଡ଼ି ଗିରଫ, ୧୭,୭୦୦ ଟଙ୍କା ସହ ବିପୁଳ ସାମଗ୍ରୀ ଜବତ
ସୁନ୍ଦରଗଡ: ଭୋଜପୁର ନିକଟରୁ ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ,ବେଆଇନ ବାଲି ଚାଲାଣ ଉପରେ ଯୁଗ୍ମ ଚଢ଼ାଉ, ଲାଗିଲା ଜୋରିମାନା
ସୁନ୍ଦରଗଡ: ବାରଗାଡ଼ରେ ‘ଆମ ପୋଲିସ’ ବୈଠକ, ସାଇବର ଠକେଇ ନେଇ ସଚେତନ କଲା ସଦର ପୋଲିସ
ସୁନ୍ଦରଗଡ: ଅଜଣା ଟ୍ରଲର ଧକ୍କାରେ ଏକମାତ୍ର ରୋଜଗାରିଆ ରିଙ୍କୁଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ କୋଲ କରିଡର ଅବରୋଧ, ରାସ୍ତାରେ ତୀବ୍ର ଜନଅସନ୍ତୋଷ
ସୁନ୍ଦରଗଡ: ମାନ ମୁଣ୍ଡାରେ ଅବକାରୀ ବିଭାଗର ଚଢ଼ାଉ, ୪୦ ଲିଟର ଚୋରା ମଦ ସହ ସ୍କୁଟି ଜବତ,  ଜଣେ ଗିରଫ
ସୁନ୍ଦରଗଡ: କରମଡିହି ଓ ବଳଦମାଲରେ ଅବକାରୀ ଚଢ଼ାଉ, ୬ ମାମଲା ରୁଜୁ! ୬୩ ଲିଟର ଦେଶୀ ମଦ ଜବତ, ୭.୯୧ କୁଇଣ୍ଟାଲ୍ ଫରମେଣ୍ଟେଡ୍ ୱାଶ୍ ନଷ୍ଟ
ସୁନ୍ଦରଗଡ: ସୁନ୍ଦରଗଡ଼ କଳାକାରଙ୍କ ସମସ୍ୟା ନେଇ ରାଜଧାନୀରେ ଦାବି, ଦୁଇ ମନ୍ତ୍ରୀଙ୍କୁ ଭେଟିଲା କଳାକାର ମଞ୍ଚ, ଶୀଘ୍ର ପଦକ୍ଷେପର ପ୍ରତିଶୃତି