Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Uttar_pradesh
Congress
Modi
Delhi
Viral
Crime
शिक्षा
शराब
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
यूपी
स्कूल
Bhopal

ଗୁରୁଣ୍ଡିଆ: ସଦର ପୋଲିସ ଦ୍ବାରା ଦୁଇ ହାଇୱେ ଲୁଟେରା ଭେଡ଼ା ବହାଲ ନିକଟରୁ ଗିରଫ, 250 ଲିଟର ଡିଜେଲ ,ଗୋଟିଏ କାର ଜବତ

Gurundia, Sundargarh | Dec 15, 2025
ଆଜି ଡିସେମ୍ବର 14 ତାରିଖ ଭୋର 4:30 ସମୟରେ ଏହି ଅଭିଯୁକ୍ତ ଦୁଇ ଜଣ ସଦର ପୋଲିସର ନାଇଟ ପେଟ୍ରୋଲିଂ ଟିମ ହତାରେ ଧରା ପଡିଛନ୍ତି। ପୋଲିସ ସେମାନଙ୍କ ନିକଟରୁ 5 ଟି ପଲିଥିନ ବ୍ୟାଗ ଭର୍ତ୍ତି ଡିଜେଲ ପ୍ରତ୍ୟେକ ବ୍ୟାଗରେ 50 ଲିଟର କରି ଡିଜେଲ ଏପରି 250ଲିଟର ଡିଜେଲ, OD -02AJ -3577 ନମ୍ବର ବିଶିଷ୍ଟ ମାରୁତି ସ୍ଵିଫ୍ଟ ଡିଜାୟାର କାର, ଗୋଟାଏ ସ୍କୃ ଡ୍ରାଇଭର, ଗୋଟିଏ ରେଞ୍ଚି, ଗୋଟିଏ ପ୍ଲାଷ୍ଟିକ ପାଇପ୍ ଓ ତିନୋଟି ମୋବାଇଲ ଫୋନ୍ ଜବତ କରିଛନ୍ତି। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ - ସଞ୍ଜୟ ବାରୋ, କୁପା ଟାଙ୍ଗର, କିଞ୍ଜିର କେଲା ଥାନା ଓ ବିଶ୍ୱଜିତ ପିଙ୍ଗ, କୋଡ଼ାଲୋଇ, ଲଖନପୁର ଥାନା