Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଗୁରୁଣ୍ଡିଆ: ଧରୁଆ ଡିହି ପୋଲିସ ଦ୍ବାରା ମଝା ପଡ଼ା ଓ ଅମସରଙ୍ଗାରେ ଏମ ଭି ଚେକିଙ୍ଗ,ଟ୍ରାଫିକ ନିୟମ ଉଲଙ୍ଘନ କାରୀଙ୍କ ଠାରୁ 14 ହଜାର ଟଙ୍କା ଜୋରିମାନା ଆଦାୟ

Gurundia, Sundargarh | Dec 13, 2025
ଆଜି ଡିସେମ୍ବର 13 ତାରିଖ ସୁନ୍ଦରଗଡ଼ ଏସ ପି ଙ୍କ ନିର୍ଦ୍ଦେଶର ଧରୁଆ ଡିହି ପୋଲିସ ଏହି ଚେକିଙ୍ଗ କରି ଅମାନିଆଙ୍କ ଠାରୁ 14 ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଏହା ସହ ଜିରୋ ଟଲେରାନସ୍ ଦେଖାଇଛନ୍ତି। ଅମାନିଆଙ୍କ ମଧ୍ୟରେ ବିନା ହେଲମେଟ ଧାରୀ, ହେଲେ ମେଟ ହତାରେ ବା ହ୍ୟାଣ୍ଡେଲରେ ଝୁଲାଇ ବାଇକ ଚାଳନା କରିବା, ଚାରି ଚାକିଆରେ ସିଟ୍ ବେଲଟ ନ ଲଗାଇବା ପରି ଅମାନିଆଙ୍କ ଠାରୁ ଏହି ଜୋରିମାନା ଆଦାୟ ହୋଇଛି। ଅପରାହ୍ନ 4:30 ରୁ 7 ଟା ମଧ୍ୟରେ ଏପରି 14 ଜଣ ଅମାନିଆ ପୋଲିସ ନଜରକୁ ଆସିଛନ୍ତି।

MORE NEWS

ଗୁରୁଣ୍ଡିଆ: ଧରୁଆ ଡିହି ପୋଲିସ ଦ୍ବାରା ମଝା ପଡ଼ା ଓ ଅମସରଙ୍ଗାରେ ଏମ ଭି ଚେକିଙ୍ଗ,ଟ୍ରାଫିକ ନିୟମ ଉଲଙ୍ଘନ କାରୀଙ୍କ ଠାରୁ 14 ହଜାର ଟଙ୍କା ଜୋରିମାନା ଆଦାୟ - Gurundia News