Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
No video available

ଖଣ୍ଡପଡା: କୁଞ୍ଜବିହାରୀପୁର ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ନାବାଳକଙ୍କ ମୃତ୍ଯୁ

Khandapada, Nayagarh | May 18, 2024
ଆଜି ସକାଳ ୯ ଟାରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁଞ୍ଜବିହାରୀପୁର ଗ୍ରାମରେ ଜଣେ ପୋଖରୀ ରେ ପଡ଼ି ମୃତ୍ୟୁ। ସୂଚନା ମୁତାବକ କୁଞ୍ଜବିହାରୀପୁର ଗ୍ରାମର ଯୁଧିଷ୍ଠିର ପଣ୍ଡାଙ୍କ ସାନପୁଅ ମହେଶ୍ୱର ପଣ୍ଡାଙ୍କ ( ୧୦) ଆଜି ଗ୍ରାମରେ ଥିବା ପୋଖରୀ କୁ ଗାଧୋଇ ଯାଇଥିବା ବେଳେ କୌଣସି କାରଣର ବସତହ ପୋଖରୀ ରେ ବୁଡିଯାଇଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ପାଖରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ , ମୃତ୍ୟୁ ପରେ ଗାଁରେ ସୋକାକଳ ବେଶ ଦେଖିବାକୁ ମିଳିଛି।

MORE NEWS