Public App Logo
Jansamasya
News
Maharashtra
Bjp
National
Police
Bihar
बिहार
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka
No video available

ଖଣ୍ଡପଡା: ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରି ସମୀକ୍ଷା କଲେ ଏସପି

Khandapada, Nayagarh | May 16, 2024
ଆଜି ଅପରାହ୍ନରେ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ର ସମିକ୍ଷା କଲେ ଜିଲ୍ଲା ଏସିପି, ଏବଂ ଜିଲ୍ଲା ଉପରିସ୍ଥ ଅଧିକାରୀ। ଜିଲ୍ଲା ଏସିପି ରାହୁଲ ଜୈନ ଏବଂ ଜିଲ୍ଲା ର ବରିଷ୍ଟ ପୋଲିସ ଅଧିକାରୀ ମାନେ ଆଜି ବିଭିନ୍ନ ବୁଥ କୁ ଯାଇ ଆଗମୀ ନିର୍ବାଚନ ପାଇଁ ହୋଇଥିବା ସମସ୍ତ ସମ୍ବେଦନଶୀଳ ବୁଥର ତନ ତନ କରି ସମୀକ୍ଷା କରିଛନ୍ତି।।ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖୁ ଯେପରି କୌଣସି ନିର୍ବାଚନୀ ହିଂସା ନ ଘଟେ ଏବଂ ଶାନ୍ତିଶୃଙ୍ଖଳାର ସହିତ ଭୋଟର ମାନେ ମତଦାନ ହେଇପାରିବ, ସେଥିପାଇଁ ଏପରି ପଦକ୍ଷେପ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଛି ସୂଚନା ମିଳିଛି।