ବାରିପଦା ସଦର: ସାନକେରକୋ ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବାରିପଦା ନିର୍ବାଚନ ମଣ୍ଡଳୀର ସାନକେରକୋ ମଣ୍ଡଳ ବିଜେପି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମୀଙ୍କୁ ଦିଗଦର୍ଶନ ଦେଇଛନ୍ତି।