ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ନୂଆ ରାସ୍ତା କାମର ଶୁଭାରମ୍ଭ, ବିଧାୟିକା ସଞ୍ଜଳି ମୁର୍ମୁ କଲେ ଉଦଘାଟନ
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ବାରିପଦା ବାମନଘାଟୀ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଛି। କଳାବାଡିଆ ଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାସ୍ତା କାମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟିକା ସଞ୍ଜଳି ମୁର୍ମୁ।