ବାରିପଦା ସଦର: ବାରିପଦା ୱାର୍ଡ ନଂ 15ରେ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ନଗରପାଳ
ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଆଜି ୱାର୍ଡ ନମ୍ବର 15ରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ନିର୍ମାଣ କାର୍ଯ୍ୟର ମାନ ଓ ଅଗ୍ରଗତି ସମ୍ପର୍କରେ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ଶୁଣିଛନ୍ତି।