ବାରିପଦା ସଦର: ବାରିପଦାରେ ସମ୍ପନ୍ନ ହେଲା ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ପଦ ଯାତ୍ରା
ବାରିପଦା କଲେଜ୍ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ। ଏହି ଅବସରରେ ଫାୟାର ଷ୍ଟେସନ୍ ଛକକୁ ସେବା ଜ୍ୟୋତି ଛକ ଭାବେ ନାମିତ କରାଯାଇଛି।