ବାରିପଦା ସଦର: ୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ବାରିପଦାରେ କଂଗ୍ରେସର ବିଶାଳ ଜନସଚେତନତା ରାଲି
ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବାରିପଦାରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସଚେତନତା ରାଲି ଅନୁଷ୍ଠିତ ହୋଇଛି। କୃଷ୍ଣଚନ୍ଦ୍ର ଗୋଲେଇରୁ ବାହାରିଥିବା ଏହି ଶୋଭାଯାତ୍ରା ବିଭିନ୍ନ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା।