ବାରିପଦା ସଦର: ବାରିପଦାରେ ୭୨ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ
ବାରିପଦାରେ ବାସ୍ତରୀତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅନୁଷ୍ଠିତ । ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଏବଂ ପରିବେଶବିତ୍ଙ୍କୁ ସମ୍ମାନିତ କରିଛନ୍ତି ।