ବାରିପଦା ସଦର: ବାରିପଦାରେ ଅନୁଷ୍ଠିତ ହେଲା ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ପଦ ଯାତ୍ରା
ବାରିପଦା କଲେଜ୍ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ପଦ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଫାୟାରଷ୍ଟେସନ୍ ଛକକୁ ସେବା ଜ୍ୟୋତି ଛକ ଭାବରେ ନାମିତ କରାଯାଇଛି।