ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଗାର୍ଡେନଭଟା ଗ୍ରାମରେ ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପ୍ରଶାସନର ପ୍ରୟାସ। ଚାଷୀଙ୍କୁ ଫଳ, ପରିବା ଓ ଫୁଲ ଚାଷ ପାଇଁ ଦିଆଗଲା ପ୍ରଶିକ୍ଷଣ। ଗୁଣୁପୁର ଉପଜିଲ୍ଲାପାଳଙ୍କ ସୂଚନା।