ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିରେ ୨୯ ବର୍ଷର ପରମ୍ପରାରେ କାର୍ତ୍ତିକେଶ୍ୱର ପୂଜା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହିରେ ଧୁମ୍ଧାମରେ ପାଳିତ ହେଉଛି କାର୍ତ୍ତିକେଶ୍ୱର ପୂଜା। ୨୯ ବର୍ଷର ପରମ୍ପରାକୁ ବଜାୟ ରଖିଛନ୍ତି ସାହିବାସିନ୍ଦା। ଭକ୍ତଙ୍କ ଭିଡ଼ ସହ ଭକ୍ତିମୟ ପରିବେଶ।