ପାରଳାଖେମୁଣ୍ଡି: ମୋହନା କଲେଜ ଛକ ବିଶ୍ରାମଗାରରେ ଅସାମାଜିକଙ୍କ ଉପଦ୍ରବ, ସଫେଇ ଦାବି
ଗଜପତି ଜିଲ୍ଲା ମୋହନା କଲେଜ ଛକରେ ଥିବା ବିଶ୍ରାମଗାର ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି। ଅସାମାଜିକ ବ୍ୟକ୍ତିଙ୍କ ମଦ୍ୟପାନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁଁ ଯାତ୍ରୀ ଓ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ପ୍ରଶାସନ ପକ୍ଷରୁ ସଫେଇ ବ୍ୟବସ୍ଥା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।